ବାଲେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକନିକ ବସକୁ ଧକ୍କାଦେଲା ଟ୍ରକ । ଘଟଣାସ୍ଥଳରେ ୩ମୃତ । ପୁରୀରୁ ଦେବକୁଣ୍ଡ ବଣଭୋଜି କରିବାକୁ ଯାଉଥିଲେ ଯାତ୍ରୀ ।ଘରେ ପହଁଚିଲା ଉନ୍ନାଓ ପୀଡିତାଙ୍କ ମୃତଦେହ । ଗାଁରେ ତୀବ୍ର ଉତେଜନା, ଅଭିଯୁକ୍ତଙ୍କୁ ଫାଶୀ ଦାବି । ପ୍ରବଳ ଜନ ଅସନ୍ତୋଷ ଭିତରେ ଆଜି କରାଯିବ ଅନ୍ତିମ ସଂସ୍କାର, ତେଜିଲା ରାଜନୀତି ।ଶୀତ ଭିତରେ ବର୍ଷା । ରାଜ୍ୟରେ ଆଜିଠୁ ଦୁଇ ଦିନ ଯାଏ ହାଲୁକା ବର୍ଷା ସମ୍ଭାବନା । ପାଣିପାଗ ବିଭାଗର ପୂର୍ବାନୁମାନ, ଉପକୂଳ ଓଡିଶାର କିଛି ସ୍ଥାନରେ କୋହଲା ପାଗ ସାଙ୍ଗକୁ ହୋଇପାରେ ବର୍ଷା ।ସିରିଜ୍ ବିଜୟ ଆଶାରେ ଟିମ ଇଣ୍ଡିଆ । ଆଜି ଭାରତ–ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି ଟ୍ୱେଂଟି । ବୋଲିଂ ଓ ଫିଲଡିିଂ ଉପରେ ରହିବ ନଜର । ସେପଟେ ସିରିଜ୍ ବରାବର ଲକ୍ଷ୍ୟରେ କାରିବିୟାନ ଟିମ୍ ।ଜୟପୁରରେ ସୁନ୍ଦରୀ ଖୋଜା । ସୁନ୍ଦର ପୋଷାକ ଓ ଚାଲିରେ ଜଲୱା ଦେଖାଇଲେ ଆଦିବାସୀ ଝିଅ । ମଡେଲ ହେବାର ଜାଗିଲା ସ୍ୱପ୍ନ । ବିଜେପି କ୍ୟାମ୍ପରେ କଂଗ୍ରେସ ନେତ୍ରୀ: ପିସିସି ବିରୋଧରେ ଯାଇ ସାଂସଦ ଅପରାଜିତାଙ୍କ… ବାଣୀବିହାରରେ ପ୍ଲାଟିନମ୍ ଜୁବଲି ସମାରୋହରେ ରାଷ୍ଟ୍ରପତି । ରୁଷା ଭବନର ଉଦଘାଟନ କଲେ ରାମନାଥ… ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ପରେ ଉଠୁଛି ପଡୁଛି ଦେଶ। ତଥାପି କମୁନି ମହିଳା ଓ ଶିଶୁଙ୍କୁ… ବିଜେପି କ୍ୟାମ୍ପରେ କଂଗ୍ରେସ ନେତ୍ରୀ: ପିସିସି ବିରୋଧରେ ଯାଇ ସାଂସଦ ଅପରାଜିତାଙ୍କ… ବାଣୀବିହାରରେ ପ୍ଲାଟିନମ୍ ଜୁବଲି ସମାରୋହରେ ରାଷ୍ଟ୍ରପତି । ରୁଷା ଭବନର ଉଦଘାଟନ କଲେ ରାମନାଥ… ଐତିହାସିକ ବରୁଣେଇ ପାହାଡ ପାଦଦେଶରେ ଝଟକିବ ବୀର ପାଇକଙ୍କ ସ୍ମାରକୀ… ନିଆଁ ନେଲା ୪୩ ଜୀବନ : ଦିଲ୍ଲୀ ମଣ୍ଡି ଅଗ୍ନିକାଣ୍ଡରେ ବଢୁଛି ମୃତ୍ୟୁ… ତାଳଚେର ବିଧାୟକଙ୍କ ଗାଡି ପୋଡିଦେଲେ ଦୁର୍ବୃତ୍ତ । ବ୍ରଜକିଶୋର… ଓଡିଶାରେ ରାଷ୍ଟ୍ରପତି: ପାଇକ ବିଦ୍ରୋହ ସ୍ମାରକର ଭିତିପ୍ରସ୍ତର ସ୍ଥାପନ… ପୋଲିସଙ୍କୁ ସାଲ୍ୟୁଟ୍ । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା କଥା… ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା : ଏନକାଉଣ୍ଟରରେ ୪… ଜୀବନ ସଂଘର୍ଷରେ ହାରିଗଲେ ଉନ୍ନାଓ ଦୁଷ୍କର୍ମ ପୀଡିତା । ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ୍ୟୁ ପୂର୍ବରୁ ଭାଇକୁ କହିଥିଲେ, ମୁଁ ବଂଚିବାକୁ ଚାହେଁ, ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ । ଦୁଷ୍କର୍ମ ପୀଡ଼ିତାଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ ।ରାଷ୍ଟ୍ରପତିଙ୍କ ବଡ ମନ୍ତବ୍ୟ । କହିଲେ, ନାବାଳିକା ଦୁଷ୍କର୍ମକାରୀଙ୍କୁ କ୍ଷମା ନାହିଁ । କ୍ଷମା ପ୍ରାର୍ଥନା ବ୍ୟବସ୍ଥାର ପରିବର୍ତନ ଜରୁରୀ । ଆଇନରେ ସଂସ୍କାର ପାଇଁ ଦେଲେ ପରାମର୍ଶ ।୪ ଦୁଷ୍କର୍ମ ଅଭିଯୁକ୍ତଙ୍କ ମୃତଦେହକୁ ସୁରକ୍ଷିତ ରଖିବା ପାଇଁ ତେଲେଙ୍ଗାନା ହାଇକୋର୍ଟଙ୍କ ନିର୍ଦ୍ଦେଶ । ଡିସେମ୍ବର ୯ ତାରିଖ ଯାଏ ସଂରକ୍ଷିତ ରହିବ ମୃତଦେହ । ପ୍ରିନସପାଲ ଡିଷ୍ଟ୍ରିକ୍ଟ ଜଜଙ୍କୁ ପୋଷ୍ଟମର୍ଟମର ଭିଡିଓକୁ ସିଡିରେ ଦେବା ପାଇଁ କହିଲେ ହାଇକୋର୍ଟ ।ପିଆଜ ବଢାଉଛି ଚିନ୍ତା । ବଜାରରେ ୧୬୦ ଟଙ୍କା ଟପିଲାଣି ଦର । ଜାନୁଆରୀ ୨୦ ସୁଦ୍ଧା ନିସ୍ତାର ନାହିଁ । ଆମଦାନୀ ପିଆଜ ପହଂଚିବା ହେଉଛି ବିଳମ୍ବ । ସୂଚନା ଦେଲେ କେନ୍ଦ୍ର ସରକାର ।ପାରାଦୀପରୁ ଆସିଲା ଅଭାବନୀୟ ଖବର । ନାବାଳିକାକୁ ୭୫ ବର୍ଷୀୟ ବୃଦ୍ଧଙ୍କ ଦୁଷ୍କର୍ମ ଅଭିଯୋଗ । ଦୋକାନ ଘରକୁ ଟାଣିନେଇ ଦୁଷ୍କର୍ମ କଲେ ବୃଦ୍ଧ, ପୋଲିସ କଲା ଗିରଫ । ଶେଷ ଇଚ୍ଛା ରହିଗଲା ଅଧୁରା । ମୃତ୍ୟୁର ଶେଯରେ ଶୋଇଲେ ଉନ୍ନାଓ ପୀଡିତା , ଭାଇଙ୍କୁ କହିଲେ ଶେଷ… ଟ୍ରାଫିକ୍ ପୁଲିସର ଅଜବ ଚାଲାଣ…ସିଟ୍ ବେଲ୍ଟ ନପିନ୍ଧି ଗାଡି ଚଳାଇବା ଅଭିଯୋଗରେ ଲୁନା… ଯନ୍ତ୍ରଣା ଜୁଇରେ ଝିଅ ଜଳିଯିବା ପରେ ଯୋଗୀ ସରକାରଙ୍କୁ ଗୁହାରୀ କଲେ ଉନ୍ନାଓ ପୀଡିତାଙ୍କ ବାପା :… ଶେଷ ଇଚ୍ଛା ରହିଗଲା ଅଧୁରା । ମୃତ୍ୟୁର ଶେଯରେ ଶୋଇଲେ ଉନ୍ନାଓ ପୀଡିତା , ଭାଇଙ୍କୁ କହିଲେ ଶେଷ… ଟ୍ରାଫିକ୍ ପୁଲିସର ଅଜବ ଚାଲାଣ…ସିଟ୍ ବେଲ୍ଟ ନପିନ୍ଧି ଗାଡି ଚଳାଇବା ଅଭିଯୋଗରେ ଲୁନା… ଛତିଶଗଡ ନାରାୟଣପୁରରେ ଯବାନ-ଯବାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୬ ଯବାନ ମୃତ, ୨ ଆହତଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା । ସୁପ୍ରିମକୋର୍ଟରୁ ପି.ଚିଦାମ୍ବରମଙ୍କୁ ମିଳିଲା ଜାମିନ୍ । ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମିଳିଲାପୁଣି ସାମ୍ନାକୁ ଆସିଲା ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅପରେସନ । ପେଟରେ ରହିଗଲା ପ୍ଲାଷ୍ଟିକ ପାଇପ ଖଣ୍ଡବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରତିବାଦ । ବାଲିଗୁଡା ବେଲଘରରୁ ୨୬କିଲୋମିଟର ଚାଲି ଚାଲି ଆସିଲେ ତୁମୁଡିବନ୍ଧଜଗତସିଂହପୁରରେ ପିଆଜ କିଲୋ ୧୦୦ ଟଙ୍କା , ନିଆଳିରେ ଛୋଟ ପିଆଜ ୯୦ କୁ ବଡ ପିଆଜ କିଲୋ ୧୦୦ ଟଙ୍କା । ଦେଓଗଡ ଏବଂ ସମ୍ବଲପୁରରେ ପିଆଜ କିଲୋ ୧୨୦ , ରାୟଗଡାରେ ୮୦ , ସୁନ୍ଦରଗଡରେ ୮୦ , ପାରଳାଖେମୁଣ୍ଡିରେ ୧୦୦ ରୁ ୧୨୦ ଟଙ୍କା ପିଆଜ ଖାଇବା ଛାଡୁଛନ୍ତି ଲୋକେ : କଟକ ଛତ୍ରବଜାରରେ କେଜି ଛୁଇଁଲା ୧୫୦, ମାଲକାନଗିରିରେ ସବୁଠୁ… ଚାକିରୀ ଛାଡୁଛନ୍ତି ବିଏସଏନଏଲ୍ କର୍ମଚାରୀ ! ବିଏସଏନଏଲ ଓ ଏମଟିଏନଏଲର ୯୨ ହଜାର କର୍ମଚାରୀ ନେଲେ… ନିର୍ଦ୍ଦେଶକଙ୍କ ନିର୍ଲଜ ମନ୍ତବ୍ୟ ! କହିଲେ , ସାଙ୍ଗରେ ନିରୋଧ ରଖି ଦୁଷ୍କର୍ମକାରୀକୁ ସହଯୋଗ… ପିଆଜ ଖାଇବା ଛାଡୁଛନ୍ତି ଲୋକେ : କଟକ ଛତ୍ରବଜାରରେ କେଜି ଛୁଇଁଲା ୧୫୦, ମାଲକାନଗିରିରେ ସବୁଠୁ… ଚାକିରୀ ଛାଡୁଛନ୍ତି ବିଏସଏନଏଲ୍ କର୍ମଚାରୀ ! ବିଏସଏନଏଲ ଓ ଏମଟିଏନଏଲର ୯୨ ହଜାର କର୍ମଚାରୀ ନେଲେ… ଆଉ ଏକ ବର୍ଷ ପୂରଣ କଲା ସମ୍ବଲପୁରୀ ବାର୍ଷିକ ବିଶେଷାଙ୍କ ‘ଜୁଗାର’ । ଭବାନୀପାଟଣାର ଲାଲବାହାଦୂର ଷ୍ଟାଡିୟମରେ ସ୍ୱତନ୍ତ୍ର ଉତ୍ସବ । ଭାଷା, ସାହିତ୍ୟ, କଳା-ସଂସ୍କୃତି ତଥା କ୍ରୀଡ଼ା କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତି ହେବେ ସମ୍ମାନିତ ।ଦ୍ୱୈତନଗରୀରେ ଟ୍ରାଫିକ୍ ଆଇନ କଡାକଡି । ସହର ଭିତରେ ଘଂଟାପ୍ରତି ୫୦ କିମିରୁ ଅଧିକ ବେଗରେ ଚଳାଇ ହେବନି ଗାଡି । ବିଭିନ୍ନ ଛକରେ ଧରପଗଡ, ଆଦାୟ ହେଉଛି ଲକ୍ଷ ଲକ୍ଷ ଟଙ୍କାର ଫାଇନ୍ ।ଦୁଷ୍କର୍ମର ଶିକାର ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ମୃତ୍ୟୁକୁ ନେଇ ତନାଘନା । ମୁଖ୍ୟ ଅଭିଯୁକ୍ତ ସହ ୩ ଜଣ ଗିରଫ । ତଦନ୍ତକାରୀ ଅଧିକାରୀ ନିଲମ୍ବିତ , ଆଇଆଇସିଙ୍କ ବଦଳି ।ପାଟଣାଗଡରୁ ଜବତ ହେଲା ୧୦୦ ପେଟି କଫ୍ ସିରପ୍ । ଧରିଲା ବଲାଙ୍ଗୀର ପୋଲିସ୍ । କୁଆଡୁ ଆସିଲା ଏତେ ପରିମାଣର କଫ୍ ସିରଫ ତାକୁ ନେଇ ଉଠିଲା ପ୍ରଶ୍ନ ।ଅସ୍ତରଙ୍ଗ ଦେବୀ ମୁହାଣରେ ଯାନ୍ତ୍ରୀକ ତୁଟି ଯୋଗୁଁ ବୁଡିଲା ଟ୍ରଲର । ଅଳ୍ପକେ ବର୍ତିଲେ ସାତ କର୍ମଚାରୀ । କ୍ୟାମେରା ଆଗରେ ବଖାଣିଲେ ସମୁଦ୍ର ଭିତରେ କଟିଥିବା କାଳ ରାତିର କାହାଣୀ । ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ ଖବର । ଅସଲି ସୁନା ଗହଣା ନାଁରେ ଆଉ ଠକିପାରିବେନି ଦୋକାନୀ, ବଜାରରେ ମିଳିବ କେବଳ ହଲମାର୍କ ସୁନାଯନ୍ତ୍ରଣା ଦେବ ଜଳ । ରାଜ୍ୟରେ ମାଟି ତଳୁ ଖସୁଛି ପାଣି, ସଙ୍କଟଜନକ ସ୍ଥିତିରେ ଗାଁ ଓ ସହରର ସ୍ଥିତି । ତାଲିକାରେ ଆପଣଙ୍କ ଜିଲ୍ଲା ନାହିଁ ତ?ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ନେଇ ଘୋଷଣା ପ୍ରସଙ୍ଗ । ଘଣ୍ଟାଏରେ ବଦଳିଗଲା ବିଜ୍ଞପ୍ତି।ମନ୍ତ୍ରୀ କହିଲେ, ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଚାର ଚାଲିଛି,ଭଦ୍ରକର ଚାଇଲ୍ଡ ହସ୍ପିଟାଲ ସମ୍ପ୍ରସାରଣ ପାଇଁ ଯୋଜନା । ଏହାକୁ ୧୦୦ ଶଯ୍ୟା ବିଶିଷ୍ଟ କରିବାକୁ ନିଷ୍ପତି: ସ୍ୱାସ୍ଥ୍ୟମନ୍ତ୍ରୀଝିଅ ଜନ୍ମ କରିବା କ’ଣ ପାପ? ଆଉ କେତେ ନିର୍ଭୟା, କେତେ ପ୍ରିୟଙ୍କା ଅତ୍ୟାଚାରିତ ହେବେ ? ଜବାବ ଦେବ କିଏ . . .ଦେଶର ଅର୍ଥନୀତିକୁ ବଡ଼ ଝଟକା, ଖସିଲା ମୋଟ୍ ଘରୋଇ ଉତ୍ପାଦ । ଦ୍ୱିତୀୟ ତ୍ରୟମାସିକରେ ୪.୫ ପ୍ରତିଶତକୁ ଖସି ଆସିଲା ଜିଡିପି ଅଭିବୃଦ୍ଧି, କମିଲା ୦.୫ ପ୍ରତିଶତ ଚିଠିରେ ୫୪ ବିଧାୟକଙ୍କ ଦସ୍ତଖତ ଥିବା କହିଲେ ତୁଷାର ମେହେଟ୍ଟା : ଶିବସେନା ପକ୍ଷରୁ ମାମଲା ଲଢୁଛନ୍ତି କପିଲ ସିବଲ,କଂଗ୍ରେସ ଓ ଏନସିପି ପକ୍ଷରୁ ଲଢୁଛନ୍ତି ଅଭିଷେକ ମନୁ ସିଂଘଭି,ବିଜେପି ପାଇଁ ପକ୍ଷ ରଖୁଛନ୍ତି ମୁକୁଲ ରୋହତଗୀମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣୀ ଆରମ୍ଭ : ଶିବସେନା,କଂଗ୍ରେସ ଓ ଏନସିପିର ରିଟ୍ ପିଟିସନ୍ ଉପରେ ଶୁଣାଣି , ଶୁଣାଣି ପାଇଁ ବସିଲା ୩ ଜଣିଆ ବେଞ୍ଚ । ସୁପ୍ରିମକୋର୍ଟରେ ରାଜ୍ୟପାଳଙ୍କ ଚିଠି ଦେଲେ ସଲିସିଟର୍ ଜେନେରାଲ୍ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ରାଜ୍ୟରେ ମୋଟ ୩୬ଟି ଫରେନ୍ସିକ୍ ଲାବୋରେଟୋରୀ ଅଛି । ଏ ମଧ୍ୟରୁ ୨୩ଟି ବର୍ତ୍ତମାନ କାର୍ଯ୍ୟକ୍ଷମ ଅଛି । ଅନ୍ୟ ୧୩ଟିକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯାଉଛିଲୋକସଭାରେ ମହାରାଷ୍ଟ୍ର ଆଲୋଚନା ପାଇଁ ୪ଟି ଦଳର ଦାବି : ମୁଲତବୀ ଆଲୋଚନା ପାଇଁ ନୋଟିସ ଦେଲେ କଂଗ୍ରେସ, IUML, TMC ଓ CPM, ମହାରାଷ୍ଟ୍ରରେ ଗଣତନ୍ତ୍ରକୁ ଧ୍ବଂସ କରାଯାଇଥିବା ଅଭିଯୋଗପରିବାରର ବୋଝ ଉଠାଇବା ପରିବର୍ତେ ନିଜେ ହିଁ ବୋଝ ହୋଇଗଲା ଭେଣ୍ଡିଆ ପୁଅ । ଚିକିତ୍ସା ହେବା ଲାଗି ପାଖରେ ପଇସା ଟିଏ ନାହିଁ, ପୁଅକୁ ଭଲ କରିବା ଲାଗି ସମସ୍ତଙ୍କୁ ଆକୁଳ ନିବେଦନ କରୁଛି ବୁଢୀ ମା ଛାତ୍ରଛାତ୍ରୀଙ୍କ ପାଣି ପିଇବା ପାଇଁ ଦିନକୁ ୩ ଥର ବାଜିବ ବେଲ୍ । ଆରମ୍ଭ ହେଲା ସରକାରଙ୍କ ‘ପାଣି… ବଢୁଛି ଦୁଷ୍କର୍ମ ମାମଲା । ୬ ମାସରେ ୬୦୪ ନାବାଳିକା ଧର୍ଷଣର ଶିକାର, ବିଧାୟକ ସୌମ୍ୟରଞ୍ଜନଙ୍କ… ବିଧାନସଭାରେ ଉଠିଲା ଜଗତସିଂହପୁର ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା । ବାଚସ୍ପତିଙ୍କ ରୁଲିଂ… ଛାତ୍ରଛାତ୍ରୀଙ୍କ ପାଣି ପିଇବା ପାଇଁ ଦିନକୁ ୩ ଥର ବାଜିବ ବେଲ୍ । ଆରମ୍ଭ ହେଲା ସରକାରଙ୍କ ‘ପାଣି… ବଢୁଛି ଦୁଷ୍କର୍ମ ମାମଲା । ୬ ମାସରେ ୬୦୪ ନାବାଳିକା ଧର୍ଷଣର ଶିକାର, ବିଧାୟକ ସୌମ୍ୟରଞ୍ଜନଙ୍କ… ବିଧାନସଭାରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ନବରଙ୍ଗପୁର: ଆମ୍ବୁଲାନ୍ସ ଧକ୍କାରେ ସ୍ତ୍ରୀ ମୃତ, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ଗୁଣପୁର: ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁପୁତ୍ର ଉଦ୍ଧାର ଭଞ୍ଜନଗର: ବ୍ୟାପକ ଗଞ୍ଜେଇ ଗଛ ନଷ୍ଟକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ରୋଗୀ ହନ୍ତସନ୍ତ ସାଲେପୁର: ୬ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ ଖୋର୍ଦ୍ଧା: ଦନ୍ତାହାତୀର ମୃତଦେହ ଠାବ ଖଲ୍ଲିକୋଟ: ଯୁବକଙ୍କୁ କାଠ ଫାଳିଆରେ ପିଟିପିଟି ନିର୍ମମ ହତ୍ୟା ଅଭିଯୋଗ ରାଜ୍ୟ ମହିଳା କମିଶନ ସଦସ୍ୟା ଭାବେ ୪ ଜଣଙ୍କୁ ନିଯୁକ୍ତି ବାଣୀବିହାରରେ ଯୁବକଙ୍କ ଉନ୍ମାଦ କାଣ୍ଡ, ଛାତକୁ ଚଢ଼ି ଦେଲେ ଆତ୍ମହତ୍ୟା ଧମକ ମଣିଷ ବଦଳରେ ରୋବୋଟ୍‌ ନେବ ଇଣ୍ଟରଭ୍ୟୁ ଛାତ୍ରୀଙ୍କୁ ଅସଦାଚରଣ ମହଙ୍ଗା ପଡ଼ିଲା; ଗିରଫ ହେଲେ ଇଂଲିଶ ଏଚ୍‌ଓଡି ‘ପୁଲିସ ଡିଜିଙ୍କୁ ବୋଲକରା ସଜାଇ ଡ୍ରାମା କରୁଛନ୍ତି ସରକାର’ ୨୦ବର୍ଷ ଶାସନରେ ରହିବା ପରେ ବି ପାଣିମୁନ୍ଦେ ଯୋଗାଇବାରେ ବିଜେଡି ବିଫଳ: ବିଜେପି ଗୃହରେ ରହୁନାହାନ୍ତି ବିଜେଡି ବିଧାୟକ ଓ ମନ୍ତ୍ରୀ, ନବୀନଙ୍କ ନିର୍ଦ୍ଦେଶକୁ ବି ଫୁ’ ଗସିପ୍ ଗଳି ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ । ଗୃହରେ ଉତର ରଖିଲେ ଯୋଗାଣ ମନ୍ତ୍ରୀ, କହିଲେ ଖୋର୍ଦ୍ଧା, କଟକ, ବାଲେଶ୍ୱର ଓ ବ୍ରହ୍ମପୁରରେ ହେଉଛି ହେରାଫେରି । କଟକ, ବାଲେଶ୍ୱରରେ ସର୍ବାଧିକ । ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।ନିଆଳି ମାଧବାନନ୍ଦଜୀଉ ମନ୍ଦିରରୁ ପୁରୀ ଶ୍ରୀମନ୍ଦିରକୁ ଯାଇଥିବା ପଢ଼ୁଆଁ ଭାରକୁ ଗ୍ରହଣ କଲାନି ମନ୍ଦିର ପ୍ରଶାସନ । ସେବାୟତ ଓ ଗବେଷକ କହିଲେ ନିଆଳିରେ ନୁହେଁ ଶ୍ରୀଜୀଉଙ୍କ ମାମୁଁଘର । ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ରଖାଯାଇଛି ଆସିଥିବା ସାମଗ୍ରୀ ।ଟୋକନ ବ୍ୟବସ୍ଥା ନେଇ ପଶ୍ଚିମ ଓଡିଶାରେ ଅଚଳାବସ୍ଥା ଜାରି । ବରଗଡରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା ବିଫଳ ପରେ ୧୨ ଘଂଟିଆ ଅତାବିରା ବନ୍ଦ ପାଳୁଛନ୍ତି ଚାଷୀ । କାଲି ରାସ୍ତା ଅବରୋଧ କରିବାକୁ ସମ୍ବଲପୁର ଚାଷୀଙ୍କ ଚେତାବନୀ ।ନବରଙ୍ଗପୁରରେ ବ୍ୟାଙ୍କ କ୍ୟାସିୟରଙ୍କ ଠାରୁ ଲୁଟ୍ ଉଦ୍ୟମ ବିଫଳ । ଷ୍ଟେଟ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଫେରୁଥିବାବେଳେ କଳାପଲସରରେ ଆସି ଝାମ୍ପ ମାରିଥିଲେ ଦୁବୃର୍ତ । କ୍ୟାସିୟରଙ୍କ ସାହାସିକତା କାରଣୁ ସଫଳ ହୋଇନଥିଲେ ଲୁଟେରା ।ଟୋକନ ବ୍ୟବସ୍ଥା ନେଇ ପଶ୍ଚିମ ଓଡିଶାରେ ଅଚଳାବସ୍ଥା ଜାରି । ଏବେ ବି ମଣ୍ଡିରେ ପଡିଛି ଧାନ । କାଲି ରାସ୍ତା ଅବରୋଧ କରିବାକୁ ସମ୍ବଲପୁର ଚାଷୀଙ୍କ ଚେତାବନୀ । ବରଗଡରେ ଜିଲ୍ଲା ପ୍ରଶାସନ ସହ ଚାଷୀ ପ୍ରତିନିଧିଙ୍କ ଆଲୋଚନା ବିଫଳ । ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ । ପଦାରେ ପଡିଲା ପୁଲିସ ଓ ଅପରାଧୀଙ୍କ ମଧୁର ସମ୍ପର୍କ । ମହଙ୍ଗା ପଡ଼ିଲା ଅଭିଯୁକ୍ତଙ୍କୁ ଅହେତୁକ… ଜାମ୍ମୁକାଶ୍ମୀର ପ୍ରସଙ୍ଗରେ ସଂସଦରେ ଜବାବ ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ । କହିଲେ, ଘାଟିରେ… ତୀବ୍ର ହେଉଛି ଚାଷୀ ଆନ୍ଦୋଳନ ! ପଶ୍ଚିମ ଓଡ଼ିଶାରେ ଟୋକନ୍ ବ୍ୟବସ୍ଥାକୁ ପ୍ରବଳ ବିରୋଧ ।… ପଦାରେ ପଡିଲା ପୁଲିସ ଓ ଅପରାଧୀଙ୍କ ମଧୁର ସମ୍ପର୍କ । ମହଙ୍ଗା ପଡ଼ିଲା ଅଭିଯୁକ୍ତଙ୍କୁ ଅହେତୁକ… ଜାମ୍ମୁକାଶ୍ମୀର ପ୍ରସଙ୍ଗରେ ସଂସଦରେ ଜବାବ ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ । କହିଲେ, ଘାଟିରେ… ଧାନ ବିକ୍ରିରେ ବାଧକ ସାଜିଛି ଟୋକନ୍ ବ୍ୟବସ୍ଥା । ମଣ୍ଡିରେ ପଡ଼ି ରହିଛି ହଜାର ହଜାର କ୍ୱିଂଟାଲ ଧାନ । ଟୋକନ୍ ଜରିଆରେ ଧାନ ବିକ୍ରିକୁ ବରଗଡ଼ ଓ ସମ୍ବଲପୁର ଚାଷୀଙ୍କ ବିରୋ ଦାନା ବାନ୍ଧୁଛି ଆନ୍ଦୋଳନ ।ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଆସିବ ନାଗରିକତା ସଂଶୋଧନ ସମେତ ବିଲ । ସର୍ବଦଳୀୟ ବୈଠକରେ ବିଧାନ ପରିଷଦ ବିଲ୍ ଆଣିବାକୁ ଦାବି କଲା ବିଜେଡି ।ସୋନିଆଙ୍କୁ ଆଜି ଭେଟିିବେ ଶରଦ ପାୱାର । ମହାରାଷ୍ଟ୍ରରେ ସରକାର ଗଠନ ନେଇ କଂଗ୍ରେସ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିବେ ଏନସିପି ମୁଖ୍ୟ । ସରକାରର ରୂପରେଖ ହୋଇପାରେ ଚୂଡ଼ାନ୍ତ ।ବାଲିଯାତ୍ରାରେ ମତୁଆଲା କଲେ ସୋନା ମହାପାତ୍ର । ଆହେ ନୀଳଶୈଳରୁ ଆରମ୍ଭ ହେଲା ବାଲିଯାତ୍ରାର ଷଷ୍ଠ ସନ୍ଧ୍ୟା । ସୁପରହିଟ ହିନ୍ଦୀ ଓ ଓଡିଆ ଗୀତରେ ଝୁମିଲେ ଦର୍ଶକ ।ଗତବର୍ଷ ଚକଡା ପରେ ଚଳିତ ବର୍ଷ ଧାନ ଫସଲରେ ବ୍ୟାପିଛି ଅଜଣା ରୋଗ ପୋକ । ବରଗଡରେ ଅଗାଡି ହୋଇଯାଉଛି ଧାନ କେଣ୍ଡା । ଚିନ୍ତାରେ ଚାଷୀ, ଅନୁଧ୍ୟାନ କରିବ ଜିଲ୍ଲା ପ୍ରଶାସନ । ଦିଲ୍ଲୀ କାହା ବାପାର ନୁହେଁ, କେତେ ଆସିଛନ୍ତି କେତେ ଯାଇଛନ୍ତି : ଶିବସେନା ସାଂସଦ ଚାଷୀଙ୍କ ଉପରେ ଅମାନୁଷିକ ଲାଠିଚାର୍ଜ କରିବାକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ !… ସାମ୍ବାଦିକଙ୍କୁ ସମ୍ମାନ… ଜାତୀୟ ଗଣମାଧ୍ୟମ ଦିବସ ଉପଲକ୍ଷେ ଜୟ ଓଡିଶା ସଙ୍ଗଠନ ପକ୍ଷରୁ… ଦିଲ୍ଲୀ କାହା ବାପାର ନୁହେଁ, କେତେ ଆସିଛନ୍ତି କେତେ ଯାଇଛନ୍ତି : ଶିବସେନା ସାଂସଦ ଚାଷୀଙ୍କ ଉପରେ ଅମାନୁଷିକ ଲାଠିଚାର୍ଜ କରିବାକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ !… ବ୍ରହ୍ମପୁର. ଚେହେରା ପାଇଁ ସବୁ କଲେ ପର ତେଲ କଡେଇ ପଡି ଯୁବକ ଗୁରୁତର ଗତବର୍ଷ ଚକଡା ପରେ ଚଳିତ ବର୍ଷ ଧାନ ଫସଲରେ ବ୍ୟାପିଛି ଅଜଣା ରୋଗ ପୋକ । ବରଗଡରେ ଅଗାଡି ହୋଇଯାଉଛି ଧାନ କେଣ୍ଡା । ଚିନ୍ତାରେ ଚାଷୀ, ଅନୁଧ୍ୟାନ କରିବ ଜିଲ୍ଲା ପ୍ରଶାସନ ।ଖୋଲୁନି ମଣ୍ଡି, ଉଠୁନି ଧାନ । ବଲାଙ୍ଗୀର, ସମ୍ବଲପୁର, ବରଗଡରୁ ଆସିଲା ସମାନ ଅଭିଯୋଗ । ଅନଲାଇନ୍ ଟୋକନ୍ ମିଳିନଥିବାରୁ ଖୋଲିଲାନି ମଣ୍ଡି । ଟୋକନ୍ ଅପେକ୍ଷାରେ ଚାଷୀ, ଖୋଲା ଆକାଶ ତଳେ ଧାନ ।ଟାଙ୍ଗିରେ ଚାଲିଛି ନକଲି ସିମେଂଟ କାରଖାନା । ଚୋରା ଚାଲାଣ ବେଳେ ପୋଲିସ ମାରିଲା ରେଡ, କାରଖାନା ସିଜ୍ । ଶତାଧିକ ନକଲି ସିମେଂଟ ବସ୍ତା ସହ ବହୁ ନାମୀଦାମୀ କମ୍ପାନୀର ନକଲି ଜରି ଜବତ ।ପରିବା ଦରରେ ନିଆଁ । ପିଆଜ ପରେ ୭୦ ଟପିଲା ପୋଟଳ କିଲୋପିଛା ଦର । ୬୦ ଛୁଇଁଲା କଲରା । ବାଇଗଣ , ବିନ୍, ଭେଣ୍ଡି କେଜି ୫୦ ଉପରେ । କୋବି ଗୋଟା ୪୦ । ବେପାରୀ ମାଲାମାଲ, ଗ୍ରାହକ ହତାଶ ।ପୋଲସରାରେ ଜୁଇରୁ ଶବ ଉଠିବା ଘଟଣା । ଡାକ୍ତରଖାନାରେ ମହିଳାଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଅନ୍ତିମ ସଂସ୍କାର ବେଳେ ହାତଗୋଡ ହଲିବାରୁ ଜୀବିତ ଭାବି ପରିବାର ଲୋକେ ନେଇଥିଲେ ମେଡିକାଲ । ଜୁଇରୁ ଜିଇଁଲା ଶବ ! ମୃତ ଭାବି ସଂସ୍କାର କରିବାକୁ ନେଇଥିବା ବେଳେ ଜୁଇ ଉପରେ ହଲିଲା ମହିଳାଙ୍କ… ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତାଙ୍କୁ ଅଧିକ ଗୁରୁ ଦାୟିତ୍ୱ । ଏଣିକି ସାମ୍ବାଦିକ… ଟାଙ୍ଗିରେ ଚାଲିଛି ନକଲି ସିମେଂଟ କାରଖାନା: ଚୋରା ଚାଲାଣ ବେଳେ ପୋଲିସ ମାରିଲା ରେଡ୍; କାରଖାନା… ଜୁଇରୁ ଜିଇଁଲା ଶବ ! ମୃତ ଭାବି ସଂସ୍କାର କରିବାକୁ ନେଇଥିବା ବେଳେ ଜୁଇ ଉପରେ ହଲିଲା ମହିଳାଙ୍କ… ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତାଙ୍କୁ ଅଧିକ ଗୁରୁ ଦାୟିତ୍ୱ । ଏଣିକି ସାମ୍ବାଦିକ…