ସ୍ୱସ୍ତିକ ଟିଭି ପ୍ରଭାବ , ଆଜିକି ଦୀର୍ଘ 15ବର୍ଷ ହେବ ନଳକୂପ ଉପରେ ପାଣି ଜମା ହୋଇ, ସେହିମଇଲା ପାଣି ଉପରେ ପାଣି ଆଣି ଅନେକ ରୋଗରେ ଶିକାର ହେଉଥିଲେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀ ଗୁଡା, ଶବରପଡା ଲୋକମାନେ ! ଗତ କିଛି ଦିନ ତଳେ ଆମ ସ୍ୱସ୍ତିକ ଚେନାଲ ମାଧ୍ୟମରେ ଏହି news ପ୍ରସାରଣ ହୋଇଥିଲାଏବଂ କୋକସରା ବ୍ଲକ ଗୋଷ୍ଠୀଉନୟନ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ସେଠି,ଙ୍କୁ ଯୋଗାଯୋଗ କରିବା ପରେ, ସେ ତିନି ଦିନ ପରେ ଏହି କାଯ୍ୟ ର ସମାଧାନ ହେବ ବୋଲି ଆମ ସ୍ୱସ୍ତିକ ଟିଭି, ରିପୋଟର ର ଙ୍କୁ ପ୍ରତିଶୃତି ଦେଇଥିଲେ ଏବଂ କରିକି ଦେଖେଇଲେ ମଧ୍ୟ୍ୟ, ତେଣୁ ଗ୍ରାମବାସୀ, ଓ ଭଦ୍ରବ୍ୟକ୍ତି ମାନେ ଅତ୍ୟନ୍ତ ଖୁସି ହୋଇଥିଲେ ଏବଂ ସ୍ୱସ୍ତିକ ଟିଭି, କୁ ଧନ୍ୟବାଦ ଜଣାଇଥଲେ