ଆଉ ନାହାଁନ୍ତି ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ । ୮୭ ବର୍ଷ ବୟସରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ତାଙ୍କର ଦେହାନ୍ତ ହୋଇଛି l ଆସନ୍ତା ୨୦ରୁ ମାଟ୍ରିକ ପରୀକ୍ଷା । ବୋର୍ଡ ୱେବସାଇଟରେ ଦିଆଗଲା ସାର୍ଟିଫିକେଟର ସମସ୍ତ ତଥ୍ୟ । ସେପଟେ ୧୬ରୁ ଯୁକ୍ତ ଦୁଇ ପରୀକ୍ଷା । ମହଙ୍ଗା ପଡ଼ିଲା ବେଆଇନ ଲିଙ୍ଗ ନିରୂପଣ । କଟକ ଫ୍ରେଣ୍ଡ କଲୋନୀରେ ଚଢ଼ାଉ କରି ଡାକ୍ତରଙ୍କ ସମେତ ୩ ଦଲାଲଙ୍କୁ ଗିରଫ କଲା ପୁଲିସ ।ପୁଣି ୩ଜଣଙ୍କୁ ଭାରତ ରତ୍ନ ଘୋଷଣା କଲେ କେନ୍ଦ୍ର ସରକାର । ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ, ଚୌଧୁରୀ ଚରଣ ସିଂଙ୍କ ସହ ଡକ୍ଟର ଏମ୍ଏସ୍ ସ୍ୱାମୀନାଥନଙ୍କୁ ମରଣୋତ୍ତର ସମ୍ମାନ ।ପୂର୍ବତନ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓ ଏବଂ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ସମ୍ମାନ । ମୋଦୀ ସରକାରଙ୍କ ବଡ ଘୋଷଣା । ରାଜ୍ୟରେ ଆଉ ୨ ଦିନ କୋହଲା ପାଗ । ଆଜି ଓ କାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ୨୬ରୁ ପାଗରେ ଆସିବ ପରିବର୍ତ୍ତନ । ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଭର୍ଚ୍ଚୁଆଲ ମୋଡରେ ବଖାଣିଲେ ଓଡିଆ ଭାଷାର ଗାରିମା ।ପୁଣି ଆନ୍ଦୋଳନର ଡାକରା ଦେଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ଦାବି ପୁରଣ ନହେଲେ ଜାନୁଆରୀ ୨୯ରୁ ଜୋରଦାର ଆନ୍ଦୋଳନ ।ଅଯୋଧ୍ୟା ରାମ ମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ । ଦିନକୁ ସାଢେ ୯ ଘଣ୍ଟା ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ ।ଚୀନରେ ଭୀଷଣ ଭୂମିକମ୍ପ । ୭.୨ ତୀବ୍ରତାରେ ଥରିଲା ଚୀନ୍ ମାଟି ।ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଭୂକମ୍ପ ଝଟକା । ମାର୍ଗଶୀର ଗୁରୁବାର ଘରେ କଳାକନା ବୁଲାଇଲେ ଚୋର । ୧୮ ତୋଳା ସୁନା ସହ ୭୦ ହଜାର ନଗଦ ଟଙ୍କା ଲୁଟିନେଲେ ।ଜମ୍ମୁ-କାଶ୍ମୀର ରଜୌରୀରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ । ୫ ଯବାନ ସହିଦ ସେନାର ଅସ୍ତ୍ରଶସ୍ତ୍ର ଲୁଟି ନେଲେ ଆତଙ୍କବାଦୀ ।ଗଛକୁ ଧକ୍କା ଦେଇ ଓଲଟି ପଡିଲା ବୋଲେରୋ, ୪ ଯାତ୍ରୀ ଗୁରୁତର, ଏକାଧିକ ଆହତ । କୋଣାର୍କ ଜୁଣେଇ ବଜାର ନିକଟରେ ଦୁର୍ଘଟଣା ।ନକ୍ସଲ ଉଡାଇଲେ ରେଳ ଧାରଣା । ସୀମାନ୍ତ ଝାଡଖଣ୍ଡରେ ନକ୍ସଲଙ୍କ ଦୌରାତ୍ମ୍ୟ । ରାଉରକେଲାରେ ଅଟକି ରହିଛି ଅନେକ ଟ୍ରେନ୍ ।ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି । ଜାନୁଆରୀ ୧୭ ଯାଏଁ ହାଇକୋର୍ଟ ବଢାଇଲେ ଅନ୍ତରୀଣ ସୁରକ୍ଷା । କେରଳ କୋଚି ବିଶ୍ୱବିଦ୍ୟାଳୟରେ ଲାଇଭ୍ କନସର୍ଟ୍ ଚାଲିଥିବା ବେଳେ ଦଳଚକଟା । ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ , ୬୦ରୁ ଅଧିକ ଆହତ । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ।କୋଣାର୍କ ନବଗ୍ରହ ପୀଠରେ ନିଆରା ପରମ୍ପରା । ଦିବ୍ୟାଙ୍ଗ ପିଲାଙ୍କୁ ବାଲିରେ ଅଧା ପୋତି ସୂର୍ଯ୍ୟଙ୍କୁ ଆରାଧନା ।୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୫ ବର୍ଷ । ୨୦୦୮ ମସିହା ଆଜିର ଦିନରେ ମୁମ୍ବାଇରେ ଆତଙ୍କ ରଚିଥିଲେ ଆତଙ୍କବାଦୀ । ସହିଦ ଯବାନ ଓ ନାଗିରକଙ୍କୁ ମନେ ପକାଉଛି ସାରା ଦେଶ ।ଲଢୁଆ ବିମାନ ‘ଜେଜସ୍’ରେ ଉଡିଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଦୁନିଆରେ ଆମେ କାହାଠାରୁ କମ୍ ନୁହେଁ ।ଧବଳେଶ୍ୱର ପୀଠ ମୁଖ୍ୟ କବାଟ ଭାଙ୍ଗି ଧସେଇ ପଶିଲେ ଶ୍ରଦ୍ଧାଳୁ । ଦର୍ଶନ ବନ୍ଦ ଥିବାରୁ ଦୀର୍ଘ ଅପେକ୍ଷା କରି, ଧର୍ଯ୍ୟ ହରାଇଲେ ଭକ୍ତ । ବଡ଼ ଓଷା ପାଇଁ ପ୍ରବଳ ଭିଡ । ଡିସେମ୍ବର ୧ରୁ ବସ ଧର୍ମଘଟ ନେଇ ସଂଘର ଚେତାବନୀ । ଆସନ୍ତା ୨୨ରୁ ବିଧାନସଭା ଆଗରେ ଧାରଣା ଦେବେ ହଜାରେରୁ ଅଧିକ ବସ ମାଲିକ । ଦାବି ପୂରଣ ନହେଲେ ସାରା ରାଜ୍ୟରେ ଗଡିବନି ଘରୋଇ ବସଦିନରେ ପାଠ ପଢା ରାତିରେ କଲେଜରେ ଚାଲୁଥିଲା ଦେହ ବ୍ୟବସାୟ । ବିଶ୍ୱକପ ଭିତରେ ବଢିଲା ଭାରତର ଦବଦବା । ବ୍ୟାଟିଂ, ବୋଲିଂ ସହ ଟିମ ରାଙ୍କିରେ ନମ୍ବର ୱାନ ଭାରତ । ବାବରଙ୍କୁ ପଛରେ ପକାଇ ଶୀର୍ଷରେ ଶୁଭମନ୍ ଗିଲ । ବୋଲିଂରେ ରାଙ୍କ ୱାନରେ ଅଛନ୍ତି ମହମ୍ମଦ ସିରାଜ ସାମ୍ନାକୁ ଆସିଲା ପାଟଣାଗଡର ରାଜେନ୍ଦ୍ର ମେହେର କଲେଜର ସାଂଘାତିକ ସତ । ଚଢାଉ କରି ମୁଖ୍ୟ ଅଭିଯୁକ୍ତ କଲେଜର ରାତ୍ରୀ ଜଗୁଆଳିଙ୍କ ସହ ମହିଳାଙ୍କୁ ବାନ୍ଧିଲା ପୋଲିସ । ଖସିଗଲେ ଗ୍ରାହକ ଓ ଦେହଜୀବୀଅଧ୍ୟାପିକାଙ୍କ ଡକ୍ଟରେଟ ଉପାଧି ପ୍ରତ୍ୟାହାର କରିନେଲା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ । ଅନ୍ୟର ଗବେଷଣା ସନ୍ଦର୍ଭ ଅବିକଲ ନକଲ ପ୍ରମାଣିତ ହେବା ପରେ କାର୍ଯ୍ୟାନୁଷ୍ଠାନ । ଗାଇଡ ଉପରେ ମଧ୍ୟ ଲାଗିଲା କଟକଣା । ନ୍ୟାୟ ଦାବିରେ ହାଇକୋର୍ଟ ଗଲେ ଓଡିଆ ଅଧ୍ୟାପିକା ରୀନା ମୁର୍ମୁଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ପାଇଁ କରାଯିବ କୃତ୍ରିମ ବର୍ଷା । ନଭେମ୍ବର ୨୦ରୁ କୃତ୍ରିମ ବର୍ଷା କରାଇବାକୁ ନିଷ୍ପତି । ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇବେ ଦିଲ୍ଲୀ ସରକାର । ଅନୁମୋଦନକୁ ମଂଜୁରୀ ମିଳିଲେ ଦେଶରେ ପ୍ରଥମ ଥର କ୍ଲାଉଡ ସିଡିଂ ଜରିଆରେ ହେବ ବର୍ଷା । ବିଶ୍ୱକପ ଭିତରେ ବଢିଲା ଭାରତର ଦବଦବା । ବ୍ୟାଟିଂ, ବୋଲିଂ ସହ ଟିମ ରାଙ୍କିରେ ନମ୍ବର ୱାନ ଭାରତ । ବାବରଙ୍କୁ ପଛରେ ପକାଇ ଶୀର୍ଷରେ ଶୁଭମନ୍ ଗିଲ । ବୋଲିଂରେ ରାଙ୍କ ୱାନରେ ଅଛନ୍ତି ମହମ୍ମଦ ସିରାଜ ବିଶ୍ୱକପ ଭିତରେ ବଢିଲା ଭାରତର ଦବଦବା । ବ୍ୟାଟିଂ, ବୋଲିଂ ସହ ଟିମ ରାଙ୍କିରେ ନମ୍ବର ୱାନ ଭାରତ । ବାବରଙ୍କୁ ପଛରେ ପକାଇ ଶୀର୍ଷରେ ଶୁଭମନ୍ ଗିଲ । ବୋଲିଂରେ ରାଙ୍କ ୱାନରେ ଅଛନ୍ତି ମହମ୍ମଦ ସିରାଜଡିସେମ୍ବର ୧ରୁ ବସ ଧର୍ମଘଟ ନେଇ ସଂଘର ଚେତାବନୀ । ଆସନ୍ତା ୨୨ରୁ ବିଧାନସଭା ଆଗରେ ଧାରଣା ଦେବେ ହଜାରେରୁ ଅଧିକ ବସ ମାଲିକ । ଦାବି ପୂରଣ ନହେଲେ ସାରା ରାଜ୍ୟରେ ଗଡିବନି ଘରୋଇ ବସଦିନରେ ପାଠ ପଢା ରାତିରେ କଲେଜରେ ଚାଲୁଥିଲା ଦେହ ବ୍ୟବସାୟ । ସାମ୍ନାକୁ ଆସିଲା ପାଟଣାଗଡର ରାଜେନ୍ଦ୍ର ମେହେର କଲେଜର ସାଂଘାତିକ ସତ । ଚଢାଉ କରି ମୁଖ୍ୟ ଅଭିଯୁକ୍ତ କଲେଜର ରାତ୍ରୀ ଜଗୁଆଳିଙ୍କ ସହ ମହିଳାଙ୍କୁ ବାନ୍ଧିଲା ପୋଲିସ । ଖସିଗଲେ ଗ୍ରାହକ ଓ ଦେହଜୀବୀଅଧ୍ୟାପିକାଙ୍କ ଡକ୍ଟରେଟ ଉପାଧି ପ୍ରତ୍ୟାହାର କରିନେଲା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ । ଅନ୍ୟର ଗବେଷଣା ସନ୍ଦର୍ଭ ଅବିକଲ ନକଲ ପ୍ରମାଣିତ ହେବା ପରେ କାର୍ଯ୍ୟାନୁଷ୍ଠାନ । ଗାଇଡ ଉପରେ ମଧ୍ୟ ଲାଗିଲା କଟକଣା । ନ୍ୟାୟ ଦାବିରେ ହାଇକୋର୍ଟ ଗଲେ ଓଡିଆ ଅଧ୍ୟାପିକା ରୀନା ମୁର୍ମୁଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ପାଇଁ କରାଯିବ କୃତ୍ରିମ ବର୍ଷା । ନଭେମ୍ବର ୨୦ରୁ କୃତ୍ରିମ ବର୍ଷା କରାଇବାକୁ ନିଷ୍ପତି । ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇବେ ଦିଲ୍ଲୀ ସରକାର । ଅନୁମୋଦନକୁ ମଂଜୁରୀ ମିଳିଲେ ଦେଶରେ ପ୍ରଥମ ଥର କ୍ଲାଉଡ ସିଡିଂ ଜରିଆରେ ହେବ ବର୍ଷା । ୧୪ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ : କୌଣସି ବି ମୁହୂର୍ତରେ ଗାଜାରେ ପ୍ରବେଶ କରିବ ଇସ୍ରାଏଲ ସେନା, ଖୋଜି ଖୋଜି ହମାସ ଆତଙ୍କୀଙ୍କୁ ନିପାତ୍ କରିବ ଆଇଡିଏଫ୍; ସେପଟେ ବାଇଡେନ୍ କହିଲେ ଗାଜାରେ ନିରୀହ ଲୋକଙ୍କ ମୃତ୍ୟୁରେ ସେ ମର୍ମାହତବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ : ୨୩ ବେଳକୁ ନେଇପାରେ ଅବପାତର ରୂପ, ସ୍ପଷ୍ଟ କଲା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର; ୨୪ ତାରିଖରେ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଆଶଙ୍କା, ୨୫ରେ ବଢ଼ିପାରେ ବର୍ଷାର ପରିମାଣଦେଶକୁ ମିଳିଲା ପ୍ରଥମ ରାପିଡ୍ଏକ୍ସ ଟ୍ରେନ୍ ‘ନମୋ ଭାରତ’ : ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ; ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ମିରଟ କରିଡରରେ ଗଡିଲାବସ୍ ବନ୍ଦ ଯୋଗୁଁ ଚିନ୍ତାରେ ଯାତ୍ରୀ : ମାତ୍ର ୫୦ କିଲୋମିଟର ଯିବା ପାଇଁ ସୁନ୍ଦରଗଡ଼ରେ ଅଧିକ ୫ ହଜାର ଦେଇ ଗାଡ଼ି ଭଡ଼ା କଲେ ତିର୍ଥଯାତ୍ରୀ; ଜୟପୁରରେ ୧୦୦ ଟଙ୍କା ବଦଳରେ ୩ହଜାର ଗଣିଲେ ହସ୍ପିଟାଲରୁ ଫେରୁଥିବା କ୍ୟାନସର ରୋଗୀଘରୋଇ ବସ୍ ବନ୍ଦ ବେଳେ ସବୁ ରୁଟରେ ଚାଲିବ ଲକ୍ଷ୍ମୀ ବସ୍ : ମାଲକାନଗିରି ଓ ଗଜପତି ଜିଲ୍ଲାରେ ସମସ୍ତ ରୁଟରେ ବସ ଚାଲିବା ନେଇ ନିର୍ଦ୍ଦେଶ ଦେଲେ ଆରଟିଓ; ଓଏସଆରଟିସିର ଚିଠି ପରେ ଲକ୍ଷ୍ମୀ ବସ୍ ସେବା ଅଧିକ ତ୍ୱରାନ୍ୱିତ କରିବା ନେଇ ତତ୍ପରତା ଗାଜା ରାସ୍ତାରେ ବୋମା ରଖିଲା ହମାସ : ଲୋକଙ୍କୁ ନଯିବାକୁ ଜୋରଦାର ଉଦ୍ୟମ, ସେପଟେ ୫ଘଂଟା ମଧ୍ୟରେ ଉତର ଗାଜାକୁ ଉଡାଇ ଦେବ ବୋଲି ଇସ୍ରାଏଲର ଚେତାବନୀ; ୧୦ ଦିନରେ ପହଂଚିଲାଣି ଯୁଦ୍ଧ୩ ଦିନ ହେବ କାମ କରୁନି ଏସବିଆଇ ୟୁପିଆଇ ସେବା : ଟଂକା ଦେଣନେଣ କରିପାରୁନାହାନ୍ତି ଗ୍ରାହକ, ସୋସିଆଲ ମିଡିଆରେ ଚରମ ଅସନ୍ତୋଷ; ପାର୍ବଣ ବେଳେ କିଣାକିଣିରେ ବି ସମସ୍ୟା, ବ୍ୟାଙ୍କ କହିଲା ଅପଗ୍ରେଡ ହେଉଛି ସେବା, ଖୁବଶୀଘ୍ର ସମାଧାନପୁଣି ଚର୍ଚ୍ଚାରେ ଗଞ୍ଜାମ ଦିଗପହଣ୍ଡି : ରାଜନୀତି ପାଇଁ ତନ୍ତ୍ରପୂଜା, ଅମାବାସ୍ୟା ରାତିରେ ଅଳାଁଗୁଡା ଜଙ୍ଗଲରେ ମାଛ ବଳି ସହ ହୋଇଛି ତନ୍ତ୍ର ସାଧନା; ଚିରା ହୋଇ ପଡ଼ିଛି ସୂର୍ଯ୍ୟପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ଓ ବ୍ୟକ୍ତିଗତ ସହାୟକ ସୀମାଦ୍ରୀ ପାତ୍ରଙ୍କ ଫଟୋ, ବିପ୍ଲବ ସମର୍ଥକ କହିଲେ ମାନସିକ ସନ୍ତୁଳନ ହରାଇଛନ୍ତି କୁଚକ୍ରି ଗୋଷ୍ଠୀଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ସହ ରତ୍ନଭଣ୍ଡାର ମରାମତି ଦାବି : ବଡ଼ଦାଣ୍ଡରେ କଂଗ୍ରେସର ବିଶାଳ ରାଲି, ଏକାଠି ହେଲେ ପିସିସି ସଭାପତିଙ୍କ ସହ ବରିଷ୍ଠ ନେତା; ସେପଟେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜଙ୍କୁ ଭେଟିବ ବିଜେପି, ଜବାବ ରଖିଲା ବିଜେଡିଅସ୍ତରଙ୍ଗରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଜନପ୍ରତିନିଧିଙ୍କ ଧାରଣା : ମୋ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ମିଳିତ ମଂଚର ପ୍ରସ୍ତାବ ଅଗ୍ରାହ୍ୟ; ବିଡିଓଙ୍କୁ ଦାୟୀ କଲେ ୧୫ଟି ପଂଚାୟତର ନେତା, ଉତର ଦାବି କରି ପ୍ରତିବାଦ ଆସନ୍ତା ଦୁଇ ଦିନ ଯାଏଁ ଭିଜିବ ଓଡ଼ିଶା, ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 4ଏସିଆନ ଗେମସରେ ଭାରତକୁ ସ୍ବର୍ଣ୍ଣ ବର୍ଷା 5ଦୁର୍ଗାପୂଜାରେ ସମ୍ବଲପୁରରେ ହେବନି ଶୋଭାଯାତ୍ରା 1ମେଡିସିନରେ କାଟାଲିନ କାରିକୋ ଓ ଡ୍ରିଉ ଓ୍ବିସମ୍ୟାନଙ୍କୁ ମିଳିଲା ନୋବେଲ ପୁରସ୍କାର 2ମନମୋହନ ସାମଲଙ୍କୁ ବିକାଶର ପାଠ ପଢାଇଲେ ଚାନ୍ଦବାଲି ବିଧାୟକ 3ଆସନ୍ତା ଦୁଇ ଦିନ ଯାଏଁ ଭିଜିବ ଓଡ଼ିଶା, ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 4ଏସିଆନ ଗେମସରେ ଭାରତକୁ ସ୍ବର୍ଣ୍ଣ ବର୍ଷା 5ଦୁର୍ଗାପୂଜାରେ ସମ୍ବଲପୁରରେ ହେବନି ଶୋଭାଯାତ୍ରା ଲାଲ୍‌କିଲ୍ଲାରେ ଉଡ଼ିଲା ତ୍ରିରଙ୍ଗା : ଐତିହାସିକ ଲାଲ୍‌କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ l ସ୍ୱାଧୀନତା ଦିବସ ପାଇଁ ଉତ୍ସବ ମୁଖର ଓଡ଼ିଶା : ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ l ଭୁବନେଶ୍ୱରରେ ପାଳିତ ହେଉଛି ହରଘର-ତ୍ରିରଙ୍ଗା କାର୍ଯ୍ୟକ୍ରମ: ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ସେପଟେ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତ ହେଲେ କୁନି କୁନି ପିଲା ଓ ଯବାନବରଗଡରେ ସହିଦ ଯବାନଙ୍କ ପାର୍ଥିବ ଶରୀର : ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଜନ୍ମମାଟି ବାଘପାଲି ଗାଁରେ ନୀଳାଂଚଳ ପଟେଲଙ୍କ ହେବ ଶେଷକୃତ୍ୟ; ହିଂସାଗ୍ରସ୍ତ ମଣିପୁରରେ କାର୍ଯ୍ୟରତ ଥିବା ବେଳେ ଗାଡି ଦୁର୍ଘଟଣାରେ ଯାଇଛି ଜୀବନଜୟପୁର ବ୍ଲକ ରାବାନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର : ଫାର୍ମାସିଷ୍ଟ ବଦଳରେ ପିଅନ ଦେଉଛନ୍ତି ଔଷଧ, ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ଅପରେସନ କରାଉଛନ୍ତି ସିକ୍ୟୁରିଟି ଗାର୍ଡ; ଡାକ୍ତରଙ୍କ ଜାଣତରେ ଚାଲିଛି ଏଭଳି ସ୍ୱାସ୍ଥ୍ୟସେବାସୀମାଙ୍କ ମୁହଁରେ ହିନ୍ଦୁସ୍ତାନ ଜିନ୍ଦାବାଦ : ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଡି ହେଲେ ପାକିସ୍ତାନରୁ ଆସିଥିବା ସୀମା ହାଇଦର ; ନିଜ ପିଲାଙ୍କ ସହ ଉଡାଇଲେ ଜାତୀୟ ପତାକା, ଭାରତ ମାତା କି ଜୟର ଦେଲେ ନାରାପ୍ରକୃତିର କରାଳ ରୂପ : ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ପାଇଁ ବେହାଲ ଉତର ଭାରତ ପାହାଡି ରାଜ୍ୟ, ବୁଡିଲା ମନ୍ଦିର, ଭୁସୁଡିଲା ଘରଦ୍ୱାର ; ହିମାଚଳ ପ୍ରଦେଶରେ ମାଟିତଳେ ଦବିଗଲେ ୫୦ରୁ ଅଧିକ ଶ୍ରଦ୍ଧାଳୁ , ସିମଲାରେ ଭୂସ୍ଖଳନ ପାଇଁ ଭୟାବହ ସ୍ଥିତି

RECENT NEWS

BULLETINS