ଘଣ୍ଟ, ହୁଳହୁଳି ଓ ଶଙ୍ଖ ଫୁଙ୍କି ଜରୁରୀକାଳୀନ ସେବେକାରୀ ଙ୍କୁ ଉତ୍ସାହିତ କଲେ ଆନନ୍ଦପୁର ବାସୀ

Share on facebook Share on Twitter Share on Whatsapp Share on Linkedin

ଆନନ୍ଦପୁର (ଉପେନ୍ଦ୍ର କୁମାର ସାହୁ) ପ୍ରଧାନମନ୍ତ୍ରୀ ଙ୍କ ଆହ୍ବାନ ରେ ଆଜିର ଜନତା କର୍ଫ୍ଯୁ କୁ ଆନନ୍ଦପୁର ବାସୀ ଯେଭଳି ସମର୍ଥନକରି ଛନ୍ତି ଠିକ୍ ସେହିଭଳି ପ୍ରଧାନମନ୍ତ୍ରୀ ଙ୍କ ଅନୁରୋଧ କୁ ରକ୍ଷାକରି ଏଠାକାର ଲୋକେ ଠିକ୍ ୫ଟା ସମୟରେ କରୋନା ବିରୋଧରେ ଜରୁରୀ କାଳୀନ ସେବା ରେ ନିୟୋଜିତ ବିଭିନ୍ନ ବିଭାଗର ର କର୍ମଚାରୀ ତଥା ପୋଲିସ୍ , ସାମ୍ବାଦିକ, ଡାକ୍ତର, ଓ ସୋଛାସେବୀ ଅନୁଷ୍ଠାନ ମାନଙ୍କ ମନବଳ ବୃଦ୍ଧି ପାଇଁ ଆଜି ସମସ୍ତ ଗାଁ ଠୁ ସହର ପଯ୍ୟନ୍ତ ସମସ୍ତେ ଶଙ୍ଖ, ହୁଳହୁଳି ଓ ଘଣ୍ଟପିଟିଛନ୍ତି । ଆଗକୁ କରୋନା ନିୟନ୍ତ୍ରଣ ନିମନ୍ତେ ସବୁପ୍ରକାର ସରକାରୀ ନିର୍ଦ୍ଦେଶନାମା କୁ ପାଳନ କରିବେ ବୋଲି ପ୍ରତିସୁତି ଦେଇଛନ୍ତି,ସମସ୍ତ ସାଧାରଣ ଲୋକେ।,,