ଘଣ୍ଟ ତାଳ ହୁଳହୁଳି ତଳି ମାରି ବନ୍ଦ କୁ ସ୍ୱାଗତ
ମୋହନା( ଅଂଶୁମାନ ପଣ୍ଡା )ମୋହନା ବ୍ଲକ ବିଭିନ ସ୍ଥାନରେ ଘଣ୍ଟ ତାଳ ହୁଳହୁଳି ତଳି ମାରି ସ୍ୱାଗତ ଜଣାଇଛନ୍ତି ସେପରି ଥାନା ମେଡିକାଲ ବ୍ଲକ ପରିସରରେ ମଧ୍ୟ୍ୟ ତାଳିମାରି ବନ୍ଦ କୁ ସମର୍ଥନ ଜଣାଇଥିଲେ ରାତ୍ର୯ଟା ପଯନ୍ତ ନିଜ ଘରେ ରାଇବା ପାଇଁ ସମସ୍ତଙ୍କୁ ଅନୁରଧକରିଛନ୍ତି ମୋହନା ଥାନା ଅଧିକାରୀ ସୁଜିତ ନାୟକ