ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ
ବ୍ରହ୍ମପୁର ( ସ୍ୱସ୍ତିକ ବ୍ୟୁର ) ଏସି ସର୍ଟ ସର୍କିଟ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବ୍ୟକ୍ତି ହେଉଛନ୍ତି ବିଜେଡିର ଜଣେ ପରିଚିତ ନେତା ତଥା ସହରର ଜଣେ ଟାଣୁଆ ନେତା ଭାବେ ପରିଚିତ ଅଲେଖ ଚୌଧୁରୀ ଘର ଭିତର AC ପୋଡିଯିବା ଫଳରେ ମୃତ୍ୟ ଘଟିଛି ସେ ଘର ଭିତରୁ କିଛି ଲୋକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଶ୍ୱାସ ରୁଦ୍ଧ ହୋଇ ଏହି ଭଳି ଦୁଃଖଦ ଘଟଣା ଘଟିଥିବା କୁହାଯାଉଛି । ତାଙ୍କ ସହ ଭଗବାନ ପାତ୍ର ଏବଂ ସୁନୀଲ ବେହେରା ନାମକ ଜଣେ ଯୁବକଙ୍କ ମଧ୍ୟ ମୃତ୍ୟୁ ସୂଚନା । ଗୋଷାଣୀ ନୁଅଗ୍ରମ୍ ଥାନା ପାଣିଗ୍ରାହୀ ପେଣ୍ଠ ସାହି ଘର ।ସେ ନିଜେ ଓଠିଲେ ସ୍ତ୍ରୀ କୁ ବାହାର କଲେ । ଦମକଳ ଗାଡ଼ି ଡାକିଲେ ।ପରେ ୨ ଜଣ ଙ୍କୁ ଉଦ୍ଧାର କରିବାକୁ ଯିବା ବେଳେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସୂଚନା