ଆସିକା ରେ କୋଭିଡ କେୟାର ସେଣ୍ଟର ଉଦ୍ଘାଟିତ
ଗଞ୍ଜାମ ; ଆସିକା (ପ୍ରଶାନ୍ତ କୁମାର ମୁନୀ)- ଆସିକା ବ୍ଲକ ଅନ୍ତର୍ଗତ ବାଵନ ପୁରୁ ପଚାଂୟତ ରେ କୋଭିଡ କେୟାର ଉଦ୍ଘାଟନ ହୋଇଯାଇଛି। ଏହି କୋଭିଡ କେୟାର ସେଣ୍ଟରେ ବେଡ୍ ସଂଖ୍ୟା ୧୫୦ ଶଯ୍ୟା ବିଶିଷ୍ଟ । ଏହି କୋଭିଡ କେୟାର ରେ ରୋଗୀ ଚିକିତ୍ସା ପାଇଁ ୬ ଜଣ ଆୟୁଷ ଡାକ୍ତର ,୫ ଜଣ ଷ୍ଟାଫ ନର୍ସ, ୫ ଏନ୍ଏମ, ୭ ଜଣ ପୁରୁଷ ( ଏମପିଏଚଡବ୍ଳ୍ଯ) ଏଭଳି ଅନେକ ସୁବିଧା ରହିଥିବା ଜଣାପଡିଛି। ଏହି ଉଦ୍ଘାଟନ ଉତ୍ସବରେ ଆସିକା ସାଂସଦ ପ୍ରମିଳ ବିଶୋଈ , ଆସିକା ବିଧାୟକା ମଞ୍ଜୁଳା ସ୍ଵାଇଁ , ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଛତ୍ରପୁର ଉପଜିଲ୍ଲାପାଳ ଵିଶାଲା ସିଂ , ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ , P D ଈ ସିଦ୍ଧାର୍ଥ ଶେଖର ସ୍ଵାଇଁ , ଆସିକା ଭିଡିଓ ରୋସନ୍ ଶତ୍ ପତୀ , ବ୍ଲକ ଅଧ୍ୟକ୍ଷା ହରେକୃଷ୍ଣ ମଲ୍ଲିକ , ଏନେ ଏସି କାର୍ଯ୍ୟନିର୍ବାହ ଅଧିକାରୀ ଜିତେନ୍ଦ୍ରୟ ଦାସ , କୋଭିଡ କେୟାର ସେଣ୍ଟର ସୁପରଭାଇଜର ଅମିତ କୁମାର ଦାଶ,ଯୁବ ବିଜେଡ଼ି ନେତା ନଚିକେତା ସ୍ଵାଇଁ , ନଗର ଯୁବ ବିଜେଡ଼ି ସଭାପତି ଅନିଲ କୁମାର ନାୟକ, ବରଗାଁ ସମିତି ସଭ୍ୟ ଶିବ ନାହାକ , ବିଜେଡ଼ି ନେତା ନାରାୟଣ ସ୍ଵାଇଁ, ଏସି ଏମପିସି ସଭାପତି ସୂର୍ଯ୍ୟକାନ୍ତ ପରିଡ଼ା, ବରିଷ୍ଠ ବିଜେଡି ନେତା ଦିଲ୍ଲୀପ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟ ଶିବ ଶଙ୍କର ମାହାନ୍ତି, ବ୍ଲକ ସଂଞଯୁଗ ବିକ୍ରମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।