ଆଗାମୀ ୧୦.ଦିନ ଯାଏ ବନ୍ଦ ରହିବ ବୌଦ୍ଧ ମନ୍ଦିର
ଗଜପତି : ମୋହନା : ( ଅଂଶୁମାନ ପଣ୍ଡା ) ଆସନ୍ତା କାଲିଠାରୁ ୧୦ ଦିନ ଯାଏଁ ମହା ସାଧନ ପୂଜା ପାଇଁ ବନ୍ଦ ରହିବ ଗଜପତି ଜିଲ୍ଲା ଜିରାଙ୍ଗ ପ୍ରସିଦ୍ଧ ବୌଦ୍ଧ ମନ୍ଦିର । ଏହି ସମୟରେ ପର୍ଯ୍ୟଟକମାନଙ୍କ ମନ୍ଦିର ମଧ୍ୟରେ ପ୍ରବେଶ ଉପରେ କଟକଣା କରାଯାଇଛି। ବୌଦ୍ଧ ଧର୍ମର ନୂତନ ବର୍ଷର ଆରମ୍ଭରେ ଏହି ପୂଜାର ଆୟୋଜନ କରାଯାଉଥିବା ବେଳେ କିଭକି ବ୍ୟବସ୍ଥା ଗ୍ରହଣ କରାଯାଇଛି