ଘରେ ଘରେ ଯାଇ ସେବା କରୁଛନ୍ତି ଡାକ୍ତର

Share on facebook Share on Twitter Share on Whatsapp Share on Linkedin

କୋରାପୁଟ : ବନ୍ଧୁଗାଁ (ସଂଜୀବ ବଙ୍ଗାରି ) କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଏକ ସୀମାନ୍ତ ଓ ଦୁର୍ଘମ ଅଞ୍ଚଳରେ ଭରି ରହିଥିବା ଗାଁର ବ୍ଲକ ଅଟେ, ଏହି ବ୍ଲକରେ ରହିଥିବା ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ଠାରେ ନିଯୁକ୍ତି ପାଇ ଆଜକୁ ସାତ ବର୍ଷ ହେଲାଣି ନିଜ ଦାୟୀତ୍ୱକୁ ସୂଚାରୁ ରୂପରେ ନିଭାଇ ଥାନ୍ତି, ଓ କାହାରିଙ୍କ ଠାରୁ ନାଁ ଟଙ୍କା ନିୟନ୍ତୀ, ନା କୌଣସି ବ୍ୟକ୍ତି ତାଙ୍କୁ ଖରାପ କହନ୍ତି, ଏପରି ଭାବରେ ଡାକ୍ତର ଶ୍ରୀ ନିହାର ରଞ୍ଜନ ସଡ଼ଙ୍ଗି ବ୍ଲକରେ ରହିଥିବା ତେରଗୋଟି ପଞ୍ଚାୟତର ୧୯୬ ଗୋଟି ଗାଁକୁ ଯାଇ ଘର ଘର ବୁଲି ରୋଗୀଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝିବା ପାଇଁ ନିଯୁକ୍ତି କୋରାଯାଇଛି,l ଏପରି ଭାବରେ ବନ୍ଧୁଗାଁ ବ୍ଲକରେ ରହିଥିବା ତେରଗଟି ପଞ୍ଚାୟତର ସମସ୍ତ ଗ୍ରାମକୁ ଯାଇ ରୋଗୀଙ୍କ ପାଖକୁ ପହଞ୍ଚି ସେମାନଙ୍କ ସମସ୍ୟା ବୁଝି ରୋଗୀଙ୍କୁ ନିରୋଗ୍ୟ କରିଥାନ୍ତି,ଏହିକାର୍ଯ୍ୟ କରିବା ପାଇଁ ସକାଳ ସାଡେ ନଟା ଠାରୁ ଆରମ୍ଭ କରି ଦିନ ଦୁଇଟା ପର୍ଯ୍ୟନ୍ତ ନିଜ କାର୍ଯ୍ୟକରୀ ଘରକୁ ଫେରିଥାଆନ୍ତି l ଏହା ସହିତ ବର୍ତ୍ତମାନ ଚାଲିଥିବା covid-19,୨୦୨୦ ବନ୍ଧୁଗାଁ ବ୍ଲକ ଠାରେ କରୋନା ପଜିଟିଭ ବ୍ୟକ୍ତିଙ୍କୁ ଘରକୁ ଯାଇ ସେମାନଙ୍କୁ ନୀତି ନିୟମ ଔଷଧ ଖାଇବା ପାଇଁ ପରାମର୍ଶ୍ଵ ଦେଇଥିଲେ, ଓ ବର୍ତ୍ତମାନ ଚାଲିଥିବା କରୋନାର ଦ୍ୱିତୀୟ ଲୋହରୀରେ ମଧ୍ୟ ବନ୍ଧୁଗାଁ ବ୍ଲକରେ ମୋଟ ଏଗାର ଜଣ କରୋନା ଚିହ୍ନଟ ହୋଇଥିବାରୁ ସେମାନଙ୍କ ଘରୁ ଘରୁ ବୁଲି ନୀତି ଔଷଧ ସେବନ କରିବା ପାଇଁ ସକାଳ ସାଡେ ଆଠ ଟାରୁ ଦିନ ସାଡେ ଗୋଟିଏ ପର୍ଯ୍ୟନ୍ତ ନିଜ ଦାୟୀତ୍ୱ ନିଭାଇ ନିଜଘରକୁ ଫେରୁଥିବା ଦେଖି ପଚାରି ବୁଝିଥିଲୁ, ଏଥିରେ ବ୍ଲକରୁ କରୋନା ଚିନ୍ନଟ ହୋଇଥିବା ଗାଁ ହେଲା ବନ୍ଧୁଗାଁ, ସାନ ସରପଲୀ, ବଡ଼ ସୋରପୋଲି, ଆର.କେ.ନଗର, ନିଲାବାଡ଼ି, ସାନ ମାତୁର, କାନାଁଗାଁ, କୁନ୍ତେସୁ,ଏପରି ୧୧ ଗୋଟି ଗ୍ରାମରେ ରହିଥିବା ନିଜ ଘରେ ଘରେ ଆଇସଲୋଟ ରେ ରହିଛନ୍ତି, ଏହି ଦୁର୍ଘମ ଅଞ୍ଚଳକୁ ଯାଇ ଲୋକଙ୍କୁ ସେବା କରୁଥିବାରୁ ବର୍ତ୍ତମାନ ଅବସ୍ଥାରେ ଲୋକେ ଡାକ୍ତର ଶ୍ରୀ ସଡଗୀଙ୍କୁ ବନ୍ଧୁଗାଁ ବ୍ଲକର ରାଜନେତା ଓ କିଛି ବୁଦ୍ଧିଜୀବୀ, ଓ ସାଧାରଣ ଲୋକେ ଧନ୍ୟବାଦ ଜଣାବା ସହିତ ଖୁସିରେ ସବାସ ସମ୍ଭର୍ଦ୍ଧନା ଜଣାଇ ଥିବାରୁ ଦେଖିବାକୁ ମିଳିଛି,