ଶିକ୍ଷକଙ୍କୁ ବିଦାୟ କାଳିନ ସମ୍ଭର୍ଦ୍ଧନା

Share on facebook Share on Twitter Share on Whatsapp Share on Linkedin

କୋରାପୁଟ : ବନ୍ଧୁଗାଁ ( ସଂଜୀବ ବାଙ୍ଗାରି ) ବନ୍ଧୁଗାଁ ବ୍ଲକର କାପଲଡା ପଞ୍ଚାୟତର କପଲଡା ନୂତନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଣଙ୍କୁ ବିଧାୟ କାଳିନ ସମ୍ଭାର୍ଦ୍ଧନା ଜଣାଇ ଥିବାରୁ ଦେଖିବାକୁ ମିଳିଛି I ଶିକ୍ଷକ ଜଣକ ହେଲେ ବିନୟ କୁମାର ସାହୁକାର, ଜନ୍ମ ତା ୯/୪/୬୧.ଆଲମଣ୍ଡା ନିଜ ଜନ୍ମ ଗ୍ରାମ, ଶିକ୍ଷାଗତରେ ଶିକ୍ଷକ ଭାବରେ,୧୨/୬/୯୨ ରେ ପ୍ରଥମେ ଜାଗୁଡା ବିଦ୍ୟାଳୟ ଠାରେ ସାଧାରଣ ଶିକ୍ଷକ ଭାବରେ ନିଯୁକ୍ତି ପାଇଥିଲେ, ଓ ପରେ ତାଙ୍କୁ ହାତୀଗଡା, ଓ ବର୍ତ୍ତମାନ କାପଲୋଡ଼ା ବିଦ୍ୟାଳୟ ଠାରେ ତାଙ୍କର ଶିକ୍ଷକ ଜୀବନର ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଉପସ୍ଥିତରେ ଅବଶୋରର ବିଧାୟ କାଳିନ ସମ୍ଭର୍ଦ୍ଧନା ପ୍ରଧାନ ଶିକ୍ଷକ ଶ୍ରୀ ମୋହନ ରାତନାଲୁ ଫୁଳମାଳ ଦେଇ ବିଦାୟ ଜଣାଇଥିଲେ,ତାଙ୍କର ଏହି ୬୦ ବର୍ଷ ଜୀବନରେ ଶିକ୍ଷକ ହୋଇ ବହୁତ ପିଲାଙ୍କୁ ଠିକରେ ଶିକ୍ଷା ଦେବା ହିଁ ତାଙ୍କର ଲକ୍ଷ, ଆଲୋମଣ୍ଡା ଅଞ୍ଚଳ ଲୋକେ ତାଙ୍କ ଶିକ୍ଷା ପାଇଁ ବହୁତ ପ୍ରସଂସା କରିଥିବାର ଶୁଣିବାକୁ ମିଳିଛି I