କରୋନା ବଢିଥିବାରୁ କୋଡାକୋଡ଼ି କରିବା ଅପାଇଁ ବିଡ଼ିଓଙ୍କୁ ଗୁହାରି

Share on facebook Share on Twitter Share on Whatsapp Share on Linkedin

କୋରାପୁଟ : ବନ୍ଧୁଗାଁ ( ସଂଜୀବ ବାଙ୍ଗାରି ) ବନ୍ଧୁଗାଁ ବ୍ଲକଠାରେ କରୋନା ରୋଗ ଦିନକୁ ଦିନ ବଢିବାରେ ଲାଗିରହିଛି I ବର୍ତ୍ତମାନ ବନ୍ଧୁଗାଁରେ ୪୬ ଜଣ କରୋନା ଚିନ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଛ ଜଣ ଆନ୍ଦ୍ରର ଘରୋଇ ସ୍ୱାସ୍ତ୍ୟ କେନ୍ଦ୍ର ଠାରେ ଚିକିତ୍ସିତ ହୋଇଥିବା ବେଳେ ନିଜ ଘରେ ବା ଆଇସୁଲୋସେନରେ ଚାଳିଶ ଜଣ ରହି ଚିକିତ୍ସା ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ସହିତ ଦୁଇଜଣ ସମ୍ପୂର୍ଣ୍ଣ ଭଲ ହୋଇଥିବା ଏବେଳେ ୩୮ ଜଣ ଚିକିତ୍ସିତ ହୋଉଛନ୍ତି I ଏଣୁକରି ଉକ୍ତ ବିଷୟକୁ ଆଖି ନଜରରେ ରଖି ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳର ସଭାପତି ଶ୍ରୀ ଡି. ଏଙ୍କାଟି ଓ ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଲଖଣ ଖସଲା ଓ କଂଗ୍ରେସ ଦଳରେ କିଛି କର୍ମୀଙ୍କ ଉପସ୍ଥିତିରେ ବନ୍ଧୁଗାଁ ବ୍ଲକରେ କରୋନା କୋଟକୋଣାକୁ ଲୋକେ ଆମାନିଆ କରିବା ସହିତ ବିନା ମାସ୍କରେ ବୁଲାବୁଲି କରିବା ଓ ଦୋକାନ ବଜାରରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅମାନୀୟ କରୁଥିବା ଯୋଗୁଁ ଆଜି ବ୍ଲକ ବିଡ଼ିଓ ଶ୍ରୀ ରୋଜନି କାନ୍ତ ଦାସଙ୍କୁ ଲିଖିତ ଭାବରେ ଜଣାଯିବା ସହିତ ବନ୍ଧୁଗାଁ ଥାନା ଓ ତୋହସିଲ ଦାରଙ୍କ ନିକଟକୁ ମଧ୍ୟ ଜଣାଇଥିଲେ,କି କରୋନା ପାଇଁ କୋଡାକୋଡ଼ି ଭାବରେ ନିୟମକୁ ମାନିବା ପାଇଁ ସଚେତନ କୋରାଯିବା ପାଇଁ ଦିଆ ଯାଇଥିବାର ଦେଖିବାକୁ ମିଳିଛି I