ହେମଗିରି ରେ ନୂଆ ୭୭ ପଜିଟିଭ,ମୋଟ ୯୩୯..

Share on facebook Share on Twitter Share on Whatsapp Share on Linkedin

ସୁନ୍ଦରଗଡ଼ : ହେମଗିରି ( ଅବଦୁଲ ଅଜିଜ ) ହେମଗିର-ହେମଗିର ବ୍ଳକ ରେ ଆଜି ପୁଣି ଆଣ୍ଟିଜେନ ଟେଷ୍ଟ ରେ ୭୭ ଜଣ ପଜିଟିଭ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୯୩୯ ରେ ପହଞ୍ଚିଛି। ଆଜି ଚିହ୍ନଟ ସଂକ୍ରମିତ ଙ୍କ ମଧ୍ୟରେ କୁଅଁରକେଲାରେ ୯ ଜଣ, ବରପାଲି ରେ ୯ ଜଣ,ଝୁପୁରୁଙ୍ଗା ରେ ୭ଜଣ, ବଲବସପୁର ରେ ୬ଜଣ, ହେମଗିରରେ ୬ ଜଣ,ଜରେଇକେଲାରେ ୬ ଜଣ, ବିଲେଇ ମୁଣ୍ଡା ରେ ୩ ଜଣ, ନାକଟିଦେଉଳ ରେ ୩ଜଣ,ମୁଣ୍ଡେରକ୍ଷେତ ୨,କାଉଦରହ ୨,ତୁମାଯୋର ୨, ମନୋହରପୁର କଲୋନୀ ୨,ନୂଆଡିହୀ ୨, ଏବଂ ଚିତାମୁଣ୍ଡା,କୁଚେଡେଗା, ଗର୍ଜନବାହାଲ,କୋଡବାହାଲ,ଡୁରୁବଗା,ଗିରିସିମା, ପୂର୍ଣ୍ଣା, କୁଣ୍ଡ, ଗୋପାଳପୁର,ବେହେରାମୁଣ୍ଡା,ଲ ଇକେରା,ସିଆରମାଲ, ଗର୍ଜନଯୋର,କୁଲଯୋର,ତିଲିଆ,ରତନସରା, କନିକା ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ କରାଯାଇଛି।...