ପ୍ରଥମ ଦିନ ଅପେକ୍ଷା ଦିଦିୟ ଦିନରେ ସୀମାନ୍ତକୁ କୋଡାକୋଡ଼ି

Share on facebook Share on Twitter Share on Whatsapp Share on Linkedin

କୋରାପୁଟ : ବନ୍ଧୁଗାଁ ( ସଂଜୀବ ବଙ୍ଗାରି ) କୋରାପୁଟ ଜିଲା, ବନ୍ଧୁଗାଁ ବ୍ଲକ ଶେଷ ଆନ୍ଦ୍ର ସୀମାନ୍ତ ବ୍ଲକର ଛିଡିବାଳସା ସୀମାନ୍ତକୁ ବନ୍ଧୁଗାଁ ବ୍ଲକର ତିନି ବିଭାଗ ଅଧିକାରୀ ଗଣଙ୍କ ଦ୍ୱାରା ମୃତ୍ୱୟନ କୋରାଯାଇ ସୀମାନ୍ତକୁ ସିଲ କରିବା ସହିତ କୋଡାକୋଡ଼ି ଭାବରେ ଦାୟୀତ୍ୱକୁ ନିଭାଇ ଥିବାରୁ ଦେଖିବାକୁ ମିଳିଛି. ଏହା ସହିତ ସୀମାନ୍ତରେ ରହିଥିବା ପୋଲିସ ବିଭାଗ ଅବ୍ଲକ ବିଭାଗ ଏବଂ ତୋହସିଲ ବିଭାଗର ଅନ୍ୟାନ୍ୟ କର୍ମଚାରି ମାନେ ରହି ଓଡିଶା ଲୋକଙ୍କୁ ଆନ୍ଦ୍ରକୁ ଯିବାକୁ ଅନୁମତି ଦିଆ ଯାଉଛି, ନାଁ ଆନ୍ଦ୍ରରେ ଓଡିଶା ଅପେକ୍ଷା ୧୫ ଗୁଣ ଅଧିକା ମାତ୍ରାରେ କରୋନା ବୋଡି ଥିବା ବିଷୟକୁ ନଜରରେ ରଖି ଆନ୍ଦ୍ରରୁ ଆସୁଥିବା କୌଣସି ଲୋକଙ୍କୁ ବିନା କୋଭିଡ ଟେଷ୍ଟ ପ୍ରମାଣ ପତ୍ରରେ ପ୍ରୋବେଶ କରିବା ମନା କୋରାଇଥିବାର ଦେଖିବାକୁ ମିଳିଛି. ଏହା ସହିତ ନାରାୟଣପାଟଣା ବ୍ଲକରେ ନୂତନ ଭାବରେ ଯୋଗଦାନ ଦେଇଥିବା ତୋହସିଲଦାର ଶ୍ରୀ ଏନ.ଜଗତଜୀବନ ଚୌଧୁରୀ ନାରାୟଣ ପାଟଣା ଦେଇ ବୋରିଗୀ ଓ ଲଙ୍ଗଲବେଡା ପଞ୍ଚାୟତ ଦେଇ ଆନ୍ଦ୍ର ସୀମାନ୍ତ ରହିଥିବା ବେଳେ ଏହି ସୀମାନ୍ତ ଦେଇ ଆନ୍ଦ୍ର ଲୋକେ ପ୍ରବେଶ କରୁଥିବା ଦେଖି ତୋହସିଲଦାର ଶ୍ରୀ ଚୌଧୁରୀ ଆନ୍ଦ୍ରର ତେଲୁଗୁ ଭାଷାରେ ତାଗିଦି କରି ଆନ୍ଦ୍ର ବାସୀଙ୍କୁ ଓଡିଶା ବିତରେ ପ୍ରବେଶ ନ କରିବା ପାଇଁ ପ୍ରଥମ ଥର ପାଇଁ କ୍ଷମା ମାଗି ଫେରିଯିବାକୁ କହିଥିଲେ, ଏହି ବୋରିଗୀ ଓ ଲଙ୍ଗଳବେଡା ଦୁଇ ପଞ୍ଚାୟତକୁ ସଂଯୋଗ କରୁଥିବା ଆନ୍ଦ୍ର ସୀମାନ୍ତକୁ ସିଲ କରିବା ସହିତ କୋଡା ନଜର ଲଗାଇବା ପାଇଁ ନାରାରଣ ପାଟଣା ପ୍ରଶାସନ ପକ୍ଷରୁ ନଜର ଓ ବନ୍ଧୁଗାଁ ବ୍ଲକ ପୋଲିସ ବିଭାଗ ସକାଳ ଛଅ ଟାରୁ ରାତ୍ର ୧୧ ଟା ପର୍ଯ୍ୟନ୍ତ ଗାଡିରେ ବୁଲି ଲୋକଙ୍କୁ ସତର୍କ କରିବା ସହିତ ରାସ୍ତାରେ ବୁଲୁଥିବା ଲୋକଙ୍କୁ ଜୋରିମାନା ଆଦାୟ କରାଯିବ ବୋଲି ପ୍ରଥମ ଥର କହି ବୁଝାଇ ଛଡା ଯାଉଛି. ଗାଁ ବଜାରରେ ସକାଳ ଛଟାରୁ ଦିନ ଦୁଇଟା ପର୍ଯ୍ୟନ୍ତ ଖୋଲା ରଖିବା ଓ ଦୋକାନରେ ଗହଳି କୋମକରିବା. ବିନା ମାସ୍କ ଲୋକଙ୍କୁ କୌଣସି ଆସବା ପତ୍ର ଦେବାକୁ ମନା ଓ ଦୂରତାର ବଜାୟ ରଖିବ ବୋଲି ଦୋକାନ ବାଲାଙ୍କୁ କୁହାଯାଇଛି. ଓ ଦିଟା ପରେ ଦୋକାନ ବଜାର ବନ୍ଦ ହବା ସହିତ ଗାଁ ବଜାର ପୁରା ଶୁନସାନ ହୋଇଥିବା ସହିତ ଲୋକେ ସରକାରଙ୍କ କରୋନା କୋଟକୋଣାକୁ ଠିକ ଭାବରେ ବନ୍ଧୁଗାଁ ବ୍ଲକର ଅଞ୍ଚଳ ବାସି ପ୍ରଥମ ଦିନ ଅପେକ୍ଷା ଦ୍ୱିତୀୟ ଦିନରେ ବନ୍ଧୁଗାଁ ବ୍ଲକ ପ୍ରସାସନଙ୍କ କୋଡା ନଜର କରି ଅଧିକ ଭାବରେ ଗାଁ ବଜାର ବୁଲି ଦାୟୀତ୍ୱ କରୁଥିବା ତୋହସିଲଦାର ଓ ଥାନା ଅଧିକାରୀ ଓଷ୍ଟାଫଙ୍କ ସହିତ ଲୋକେ ଦେଖି ଘରୁ ବାହାରକୁ ବିନା କାରନରେ ଦୁଇଟା ପରେ ବାହାରକୁ ନ ବାହାରି ଘର ଭିତରେ ହିଁ ରହି ଲକଡାଉନ ନିୟମକୁ ମାନିଥିବାର ଦେଖିବାକୁ ମୁଳିଛି. I