ତିଲ୍ଡେଗା ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଚାଳକ ମୃତ

Share on facebook Share on Twitter Share on Whatsapp Share on Linkedin

ସୁନ୍ଦରଗଡ଼ : (ସରୋଜ ସିଂହ )ଆଜି କିଂଜିର୍କେଲା ଥାନା ଅନ୍ତର୍ଗତ ଟିଲ୍ଡେଗା ଠାରେ ଘଟିଯାଇଛି ଏକ ମାର୍ମନ୍ତୁତ ସଡ଼କଦୁର୍ଘଟଣା । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ୧୪ଚକିଆ ହାଇୱା ଓଡ଼ି ୧୬ ଇ ୦୩୭୪ ତିଲ୍ଡଗା ବଣ୍ଡରେ ଟୁଙ୍ଗ୍ରି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ଯାଇଛି ଫଳରେ ଘଟଣସ୍ଥଳରେ ହିଁ ଚଳକଙ୍କର ମୃତ୍ୟୁ ଘଟିଛି । ଘଟଣା ସମ୍ପର୍କରେ ତିଲ୍ଡେଗା ଗ୍ରାମବାସୀ କିଞ୍ଜୀରକେଲା ଥାନା କୁ ଖବର ଦେଇଥିଲେ ମଧ୍ୟ ସକାଳ ୯ ଟା ପର୍ଯ୍ୟନ୍ତ ଥାନାର କୌଣସି କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ନଥିବା ଜଣାପଡିଛି