ଆନନ୍ଦପୁର ଅଞ୍ଚଳରେ ବାତ୍ୟା ୟାସର ପ୍ରଭାବରେ ଗଛ ପଡି ଜଣେ ବୃଦ୍ଧଙ୍କର ମୃତ୍ୟୁ

Share on facebook Share on Twitter Share on Whatsapp Share on Linkedin

କେନ୍ଦୁଝର/ଆନନ୍ଦପୁର(ଉପେନ୍ଦ୍ର ସାହୁ): ବାତ୍ୟାରେ ଗଛର ଡାଳ ଭାଙ୍ଗି ପଡ଼ିବାରୁ ଜଣେ ମୃତ . ମୃତକ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଘସିପୁରା ଥାନା ପଞ୍ଚୁପଲ୍ଲୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାଏକ. ସେ ଜଣେ ଅଲେଖ ଧର୍ମୀ ବ୍ୟକ୍ତି. ଆଜି ସକାଳେ ମଠରୁ ପୂଜା ସାରି ଫେରୁଥିବା ସମୟରେ ରାସ୍ତା ରେ ଥିବା ଏକ ବିରାଟ ବରଗଛର ଡାଳ ତାଙ୍କ ମୁଣ୍ଡ ଉପରେ ଭାଙ୍ଗି ପଡ଼ିବାରୁ ସେ ଘଟଣାସ୍ଥଳରେ ହିଁ ମୃତ୍ୟବରଣ କରିିଥିଲେ ।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲେ ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଛନ୍ତି ।।