ସ୍ୱସ୍ତିକ ଟିଭି ଅନୁକୂଲ୍ୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ବ୍ରହ୍ମପୁର : 23 .7.2022 ( ପବିତ୍ର ଚୌଧୁରୀ ) : ସ୍ଥାନୀୟ ବିଦ୍ୟୁତପୁରୀ କଲୋନୀ ସ୍ଥିତ ୟୁ. ସି ସ୍କୁଲ ପରିସର ରେ ସ୍ୱସ୍ତିକ ଟିଭି ର ଅନୁକୂଲ୍ୟ ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି।
ସ୍ୱସ୍ତିକ ଟିଭି ନିର୍ଦେଶକା ଅନୁଜା ନନ୍ଦ ବିଶ୍ୱାଳ , ବରିଷ୍ଠ ବଜେପି ନେତା dr ସୁବାଷ ଚନ୍ଦ୍ର ସାହୁ, ବରିଷ୍ଠ ବିଜେପି ନେତା କାଁହୁ ଚରଣ ପତି, ବିଦ୍ୟୁତପୁରୀ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଜି. ଜୟଶ୍ରୀ ,ବ୍ରହ୍ମପୁର ବନବିଭାଗ ର ଫରେଷ୍ଟର ବାବୁ ସେଠି ମୁଖ୍ୟ ଅତିଥି ରୂପେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶିବ ନାୟକ ଶିଳ୍ପାଞ୍ଚଳ ମଣ୍ଡଳ ସଭାପତି, , କର୍ପୋରେଟର ବନିତା ସାହୁ, ବିରେନ୍ଦ୍ର ମାଲନା, , ପୁରବୀ ଜେନା ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ, ମନୋଜ ସେଠିମଣ୍ଡଳ ଜେନେରାଲ ସେକ୍ରେଟାରୀ,ସୁମିତ ପାତ୍ର -ଯୁବ ମୋର୍ଚା ସଭାପତି,ପି. ରାଜେନ୍ଦ୍ର ମଣ୍ଡଳ ଜେନେରାଲ ସେକ୍ରେଟାରୀ,ଦିଲୁ ମହାକୁଡ଼ ଯୁବ ମୋର୍ଚା,ବାବୁ ପାତ୍ର ଯୁବ ମୋର୍ଚା,ସୁଶିଳା ମଲ୍ଲିକ,ପ୍ରଭାତ ଷଡ଼ଙ୍ଗୀ,ସ୍କୁଲ ର ସମସ୍ତ କାର୍ଯ୍ୟକର୍ତା ତଥା ପ୍ରଦୀପ କୁମାର ପଟ୍ଟନାୟକ, ବିଜୟଲଷ୍ମୀ ସାହୁ,ଉଷା ରାଣୀ ଶତପଥୀ, ସ୍ନେହଳତା ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ