କମଳାପୁର ଗେଟ ନିକଟରୁ ଗଞ୍ଜେଇ ଜବତ

Share on facebook Share on Twitter Share on Whatsapp Share on Linkedin

ମୋହନା , ଅଂଶୁମାନ ପଣ୍ଡା : ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠି ଙ୍କ ତ୍ୱତବ୍ଦନ ରେ ଏସ ଆଇ ପ୍ରତାପ ବେହେରା ଓ ଟିମ୍ କମଳା ପୂର୍ ଗେଟ ନିକଟ ରେ ଯାନବାହାନ ଯାଞ୍ଚ ବେଳେ ଏକ କାର ନଂ or 05at0 862କୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ୍ ସେଇ ସମୟରେ ଗାଡ଼ି ଭିତରୁ 4ଟି ବସ୍ତା ରେ ଗଞ୍ଜେଇ ପାଇ ଅତିରିକ୍ତ ତହସିଲଦାର ହିମାଂଶୁ ପଲାଇ ଙ୍କ ଉପସ୍ଥିତ ରେ ଓଜନ କରିବାରୁ ତାହା 138କିଲ ହେଇଥିଲା ଏଥିରେ ସମ୍ପୃକ୍ତ ଥିବା କେଶରିଗୁଡା ଅଞ୍ଚଳ ର ତବ୍ୟସବିର ଜୀବନ୍ତ କରାଡ କୁ ଗରିଫ କରିବା ସହ ଗାଡ଼ି ଜବତ କରିଛି ପୋଲିସ ବର୍ତ୍ତମାନ୍ ଗଞ୍ଜେଇ ମାଫିଆ ଙ୍କ ପିଛା ଚାଡୁନି ମୋହନା ପୋଲିସ୍ ଆଗକୁ ଏହି ଚଡ଼ାଉ ଜାରି ରହିବ ବୋଲି କହିଛନ୍ତି ଥାନା ଅଧିକାରୀ ବସନ୍ତ କୁମାର ସେଠି