ଭିଶ୍ମଗିରି ଠାରେ ପ୍ରିୟଙ୍କାରାଣିଙ୍କ ଆମରଆତ୍ମାର ସଦଗତିପାଇଁ କଳିଙ୍ଗ ବୈଶ୍ୟ ସମାଜତରଫରୁ କ୍ୟାଣ୍ଡଲ ଶୋଭାଯାତ୍ରା

Share on facebook Share on Twitter Share on Whatsapp Share on Linkedin

ଦିଗପହଣ୍ଡି (ନୃସିଂହ ରଞ୍ଜନ ବେହେରା ) ଗତ ଜାନୁଆରି ୨୫ ତରିଖ ଦିନ ଗଣିଆନାଳ ନିକଟ ମାଁକୋରେଶୁଣି ମନ୍ଦିର ନିକଟରେ ଘଟିଥିବା ଏନୋଭାକାର ସହିତ ପିକଆପଗାଡିର ଦୁର୍ଘଟଣାରେ ଭୁବନେସ୍ୱରଆପୋଲ ହସପିଟାଲରେ ମୃତ୍ୟୁ ଘଟିଥିଲା ପ୍ରିୟଙ୍କରାଣିଙ୍କ ର। ସେଠାରେ ପ୍ରିୟଙ୍କାରାଣିଙ୍କ କିଡନି ଆଖି ଅଙ୍ଗ ଦାନକରାଯାଇଥିଲା। ସେହି ଅଙ୍ଗଦାନରେ ତିନିଜଣଙ୍କର ଜିବନରକ୍ଷାକରି ସେ ଆଜି ସାରାଦେଶରେ ଅମର ହୋଇଚ୍ଚନ୍ତି। ଏହିପରିପେକ୍ଷିରେ ଦିଗପହଣ୍ଧି ନିଜଶାସୁ ଘର ଏବଂ ଭିଶ୍ମଗିରି ନିଜର ବାପଘର ଗୃାମରେ କଳିଙ୍ଗବୖଶ୍ୟ ସମାଜ ର ମହିଳା ସଂଗଠନ ର ସଭାନେତ୍ରି T.ଦିପ୍ତିରାଣି ପାତ୍ର ଏବଂଉପସଭାପତି B.ଲବପୃସ୍ଟିଙ୍କ ଆନୁକୁଲ୍ୟରେ ଏହି ସୋଭାଯାତ୍ରା ଗ୍ରାମର ପ୍ରିୟଙ୍କାଙ୍କ ବାପଘରୁ ବାହାରି ଗ୍ରାମ୍ୟଭ୍ରମଣ ପରେ କଳିଙ୍ଗ ବୈଶ୍ୟ ଭବନଠାରେ ପହଞ୍ଚିଥି ଶୋକସଭାକରିଥିଲେ। ଏହି ଯାତ୍ରାରେ ସଂଘର ସଭାପତି ଟି.ନାଗେସ୍ୱର ସମ୍ପାଦକ ଏମସିବରାମପାତ୍ର କୋସାଧକ୍ଷ ଇମାଲେସ୍ୱର ମହିଲାସଂଘ ସମ୍ପାଦିକା ଜସମିନପାତ୍ର ଭଳି ସମାଜର ଦୁଇଶହରୁ ଉର୍ଦ୍ଧ ଜୋଗଦେଇ ଶୋକଭରା ଶ୍ରଦ୍ଧାଞ୍ଜଳି ଜ୍ଞ୍ୟାପନ କରିଥିଲେ।