ସ୍ୱସ୍ତିକ ଟିଭି ପ୍ରଭାବ , ଆଜିକି ଦୀର୍ଘ 15ବର୍ଷ ହେବ ନଳକୂପ ଉପରେ ପାଣି ଜମା ହୋଇ, ସେହିମଇଲା ପାଣି ଉପରେ ପାଣି ଆଣି ଅନେକ ରୋଗରେ ଶିକାର ହେଉଥିଲେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀ ଗୁଡା, ଶବରପଡା ଲୋକମାନେ ! ଗତ କିଛି ଦିନ ତଳେ ଆମ ସ୍ୱସ୍ତିକ ଚେନାଲ ମାଧ୍ୟମରେ ଏହି news ପ୍ରସାରଣ ହୋଇଥିଲାଏବଂ କୋକସରା ବ୍ଲକ ଗୋଷ୍ଠୀଉନୟନ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ସେଠି,ଙ୍କୁ ଯୋଗାଯୋଗ କରିବା ପରେ, ସେ ତିନି ଦିନ ପରେ ଏହି କାଯ୍ୟ ର ସମାଧାନ ହେବ ବୋଲି ଆମ ସ୍ୱସ୍ତିକ ଟିଭି, ରିପୋଟର ର ଙ୍କୁ ପ୍ରତିଶୃତି ଦେଇଥିଲେ ଏବଂ କରିକି ଦେଖେଇଲେ ମଧ୍ୟ୍ୟ, ତେଣୁ ଗ୍ରାମବାସୀ, ଓ ଭଦ୍ରବ୍ୟକ୍ତି ମାନେ ଅତ୍ୟନ୍ତ ଖୁସି ହୋଇଥିଲେ ଏବଂ ସ୍ୱସ୍ତିକ ଟିଭି, କୁ ଧନ୍ୟବାଦ ଜଣାଇଥଲେ

Share on facebook Share on Twitter Share on Whatsapp Share on Linkedin

POPULAR POSTS

ଦେଖନ୍ତୁ କେମିତି ପୁଅ ବଞ୍ଚିଥାଉ ଥାଉ ଥାଉ ବାପା କେମିତି କଲେ ପୁଅର ଶୁଦ୍ଧିକ୍ରିୟା
by Swastik Tv, 17-01-2022
ପୋଡ଼ପିଠା ବିକାଳୀ ମହନ୍ତଙ୍କ କି ଗୁମର କଥା ଜାଣିଛି ଯେ. ମହନ୍ତ ତାତିଯାଇ କରିଲେ ଏଭଳି କାଣ୍ଡ " ଆସନ୍ତୁ ଦେଖିବା ଏହି ରିପୋର୍ଟ "
by swastik tv odia, 11-03-2020
ସ୍ୱସ୍ତିକ ଟିଭି ର ପ୍ରଭାବ, ରାଧିକା ର ଦୁଃଖ ଶୁଣିଲେ ସରକାର ! କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ ଗ୍ରାମପଞ୍ଚାୟତ ଅଧିନସ୍ତ ସୁନାମାଳ ଗ୍ରାମରେ ଜଣେ 80ବର୍ଷୀୟ ଜଣେ ବୃଦ୍ଧା ମହିଳା ସେ ଲେଟରିନ ଘରେ ବାସ କରି ରହି ଆଶୁଥିଲେ ! ଗତ କିଛି ଦିନତଳେ ସ୍ଵତିକ ଚେନାଲ ମାଧ୍ୟମରେ ଖବର ପ୍ରସାରଣ ହେବା ପରେ ସରକାର ଙ୍କ ନଜର କୁ ଆସିଥିଲା ! କୋକସରା ଗୋଷ୍ଠୀଉନୟନ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ସେଠି, ସେହି ବୃଦ୍ଧା ମହିଳା ରାଧିକା ଖସେର୍ଲ ଙ୍କୁ ଏକ କୋଠରୀ ବିଶିଷ୍ଟ ଗୃହ ଖଣ୍ଡିଏ ଯୋଗାଇ ଦେଇ ଥିବାରୁ ସେ ସରକାର ଙ୍କୁ ଧନ୍ୟବାଦ ଦେଇଥିଲେ
by Trinath besra, 24-12-2019
ମୟୁରଭଞ୍ଜ ମାଟିରେ ପହଁଚିଲା ବୀର ଯବାନ ଙ୍କ ମର ଶରୀର
by Rabindra Nath Ho, 14-03-2021